Latest Odisha News

BREAKING NEWS

ଭାରତ-ଆମେରିକା ମଧ୍ୟରେ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହାପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଭାରତ ଆମେରିକା ମଧ୍ୟରେ ୩ଟି ଚୁକ୍ତି ଉପରେ ସ୍ୱାକ୍ଷାରିତ ହୋଇଛି । ବାଣିଜ୍ୟ, ସୁରକ୍ଷା,…

ୟେସ ବ୍ୟାଙ୍କରେ ଏବେ ବି ରହିଛି ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଏବେ ବି ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରହିଛି । ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତରରେ ତଥ୍ୟ ପ୍ରଦାନ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କର ମୋଟ୍ ୬୨୬ କୋଟି ୪୪ଲକ୍ଷ ୭୮ହଜାର ଟଙ୍କା ଅଛି । ୩୦ ସେପ୍ଟେମ୍ବର ୨୦୧୯ ମସିହା…

କରୋନା ଭାଇରସ ପ୍ରଭାବ: ବିଶ୍ୱ ଟିଟି ଚାମ୍ପିୟନଶିପ୍ ବାତିଲ, ବିନା ଦର୍ଶକରେ ଖେଳାଯିବ ଫୁଟବଲ ମ୍ୟାଚ

ବୁସାନ: କରୋନା ଭାଇରସ ପ୍ରଭାବ ଯୋଗୁ ମଙ୍ଗଳବାର ବିଶ୍ୱ ଟେବୁଲ ଟେନିସ ଚାମ୍ପିୟନଶିପ ବାତିଲ କରି ଦିଆଯାଇଛି । ଆସନ୍ତା ମାସ ୨୨ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଦକ୍ଷିଣ କୋରିଆର ବୁସାନରେ ଖେଳାଯିବାର ଥିଲା । ଅନ୍ତରାଷ୍ଟ୍ରୀୟ ଟେବୁଲ ଟେନିସ ମହାସଂଘ ଏହା ଅଫିସିଆଲ ଭାବେ ଘୋଷଣା କରିଛି ।…

ମାର୍ଚ୍ଚ ୧୧ ଆଇଆଇଏମ୍‍ସିରେ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଆରତି ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷାରେ ସର୍ବାଧିକ ନମ୍ବର ହାସଲ…

ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ୍ ଫ୍ଲୁ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ତଥା ସୁପ୍ରିମକୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଡି…

ଓଡିଶାର ୫ ଉପକୂଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଅନେକାଂଶରେ ପ୍ରବଳ ବର୍ଷା ଜାରିଥିବା ବେଳେ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ୫ଟି ଜିଲ୍ଲାକୁ ହଳଦିଆ ୱାର୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନାନୁଯାୟୀ, ଓଡିଶାର ପଡୋଶୀ ଜିଲ୍ଳାରେ…

ପଦ୍ମାବତୀଙ୍କ ଇଚ୍ଛା ପୂରଣ ହେଲା; ଶ୍ରୀଜଗନ୍ନାଥ ହାତରେ ନେଲେ ତୁଳସୀମାଳ !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଉନ୍ମୋଚନ କରିବା ସାମାନ୍ୟ ମଣିଷ ନିକଟରେ ସମ୍ପୂର୍ଣ୍ଣ ଅସମ୍ଭବ । ତାଙ୍କରି ଇଚ୍ଛା ବିନା କେହି ତାଙ୍କୁ ମଧ୍ୟ ଜାଣି ପାରନ୍ତି ନାହିଁ । ଲୀଳାମୟ ମହାପ୍ରଭୁ କେବଳ ଭାବର ଠାକୁର ଭାବଗ୍ରାହୀ । ଶ୍ରଦ୍ଧାରେ ଡାକିଲେ ଶୁଣନ୍ତି, ପ୍ରେମରେ କହିଲେ ଉତ୍ତର ଦିଅନ୍ତି…

ମନେ ରହିବ ଭାରତ ଗସ୍ତ: ମେଲାନିଆ

ନୂଆଦିଲ୍ଲୀ: ହାପିନେସ୍ କ୍ଲାସ୍‌ରେ ପିଲାଙ୍କ ମନ ଜିଣିଲେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ତାଙ୍କ ସହ ନାଚ ଗୀତରେ ହେଲେ ସାମିଲ । ପିଲାଙ୍କ ସହ ହାତ ମିଳାଇ ଖୁସି ବାଂଟିଲେ । । ଆଜି ଆମେରିକାର ଫାଷ୍ଟ ଲେଡି ଦିଲ୍ଲୀର ସରକାରୀ ସ୍କୁଲରେ ହାପିନେସ୍ କ୍ଲାସରେ ଯୋଗ ଦେଇଥିଲେ । ଏହି…

ପୁଣି ରେକର୍ଡ଼ ଭାଙ୍ଗିଲା ସୁନା ଦର; କେତେ ରହିଛି ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ବର୍ତ୍ତମାନ ବିବାହ ସିଜିନ ଥିବାବେଳେ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ସୁନାଦର। ଗତ କିଛିଦିନ ହେବ ସୁନାଦରରେ ଲାଗତାର ହ୍ରାସ ଘଟୁଥିବା ବେଳେ ଅଚାନକ ଏହା ବୃଦ୍ଧି ପାଇଁ ସବୁ ରେକର୍ଡ଼ ଭାଙ୍ଗିଛି । ମଙ୍ଗଳବାର ସୁନାଦର ସବୁ ରେକର୍ଡ଼ ଭାଙ୍ଗି ସର୍ବାଧିକ ୪୪ ହଜାର ୪୭୨ ଟଙ୍କାରେ…

ସ୍ୱାସ୍ଥ୍ୟ ପାଇଁ ହିତକର ହଳଦୀ ତେଲ…

ଦୈନନ୍ଦିନ ଜୀବନରେ ଆମେ ହଳଦୀକୁ ମସଲା ଭାବେ ବ୍ୟବହାର କରିଥାଉ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । କିନ୍ତୁ ଆମ ଭିତରୁ ଅନେକ ହଳଦୀର ତେଲ ସମ୍ପର୍କରେ ଜାଣିନଥିବେ, ଖାଲି ଯେ ହଳଦୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ ତା ନୁହେଁ, ଏହାର ତେଲ ମଧ୍ୟ ବହୁ ଲାଭଦାୟକ । ଜାଣନ୍ତୁ ହଳଦୀ ତେଲ ଶରୀରର କେଉଁ…