ଡ଼ିସେମ୍ବର ୨ରୁ କଟକରେ ଅନୁଷ୍ଠିତ ହେବ ‘ ବିଗ୍ ବାଉଟ୍ ଇଣ୍ଡିଆନ୍ ବକ୍ସିଂ ଲିଗ୍’
କଟକ: ପ୍ରଥମଥର ଲାଗି କଟକରେ ଅନୁଷ୍ଠିତ ହେବାକୁ ଯାଉଛି ବିଗ୍ ବାଉଟ୍ ଇଣ୍ଡିଆନ ବକ୍ସିଂ ଲିଗ । ଏହି ପ୍ରତିଯୋଗିତା କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ଇତିମଧ୍ୟରେ ଇଣ୍ଡିଆନ ବକ୍ସିଂ ଫେଡ଼େରେସନ ପକ୍ଷରୁ ଏକ ଟିମ୍…