Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ଦିଲ୍ଲୀର ଫୋର୍ଟିସ୍ ଏସ୍କାର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଫୁସଫୁସ୍ ଓ କିଡନୀ ଜନିତ ସମସ୍ୟାରେ ପିଡିତ ଥିବା ଅଭିଯୋଗ କରିଛନ୍ତି । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ସିବିଆଇର ସମନ୍ ମିଳିନି; ଦାବି କଲେ ରିୟାଙ୍କ ଓକିଲ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ସମେତ ଅନ୍ୟ ମାନଙ୍କୁ ଜେରା କରୁଛି । ଏହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଦାବି କରିଛନ୍ତି ଯେ ଆମକୁ ଏହି କେସରେ ସିବିଆଇ କୌଣସି ସମନ କରିନାହିଁ । ରିୟା ଚକ୍ରବର୍ତ୍ତୀଙ୍କ ଓକିଲ…

ଓଡ଼ିଆ ଟେଲି ଅଭିନେତା ଚିନ୍ମୟ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: ଓଡିଆ ଟେଲି ସିରିଏଲ “ତୋ ପାଇଁ ମୁଁ”ର ଅଭିନେତା ଚିନ୍ମୟ ମିଶ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୋମବାର ଦିନ ଟ୍ବିଟ୍ ଜରିଆରେ ଅଭିନେତା ଜଣକ ଜଣାଇଛନ୍ତି। https://twitter.com/chinmaykumar99/status/1297402638233870336?s=20 ସେ ଟ୍ବିଟ୍ କରି…

ସିଡିଏସ ବିପିନ ରାୱତ କହିଲେ, ଡ୍ରାଗନ ସେନାକୁ ମୁହଁତୋଡ ଜବାବ ଦେବା ପାଇଁ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ:ଭାରତ-ଚୀନ ସୀମା ବିବାଦ ଶାନ୍ତି ପ୍ରକ୍ରିୟାରେ ସମାଧାନ ହେବାରେ ବିଳମ୍ବ ଘଟିବାରେ ଲାଗିଛି । ଚୀନ କୌଣସି କଥା ମାନିବା ପାଇଁ ପ୍ରସ୍ତୁତ ନୁହେଁ ବୋଲି ସିଡିଏସ ଜେନେରାଲ ବିପିନ ରାୱତ କହିଛନ୍ତି । ଲଦାଖରେ ଡ୍ରାଗନ ସେନା ଠୁଳ କରିବାରେ ଲାଗିଛି । ଆମେ ରାଜନୈତିକ ଆଲୋଚନା ମାଧ୍ୟମରେ…

ସୁଶାନ୍ତ କେସ୍ : ଜେରା ବେଳେ ରିୟାଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରିପାରେ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସିବିଆଇ ହାତକୁ ଯିବା ପରେ ତଦନ୍ତ ପ୍ରକ୍ରିୟା ଜୋର ଧରିଛି । ଏକ ପ୍ରତିଷ୍ଠିତ ଟିଭି ଚ୍ୟାନେଲ ଟାଇମ୍ସ ନାଓ ମୁତାବକ ସିବିଆଇ ରିୟା ଚକ୍ରବର୍ତିଙ୍କଠାରୁ କେତେକ ପ୍ରଶ୍ନର ଉତର ଚାହିଁବ । ଏହା ପରେ ସିବିଆଇ କେସର ଦିଗକୁ ଭଲ ଭାବେ ପରଖିପାରିବ ବୋଲି ଆଶା…

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୧୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୧, ଗଞ୍ଜାମ ଜିଲ୍ଲାରୁ ୫, ନୟାଗଡରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୨…

ଓଡିଶାରେ ଆଉ ୨୯୪୯ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୮୧ହଜାର ଟପିଲା

ଭୁବନେଶ୍ୱର: କରୋନା ଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୯୪୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଆସନ୍ତୁ ଜାଣିବା ଗଗନଶ୍ଚୁମ୍ଭୀ ଅଟ୍ଟାଳିକାର କାଚ ସଫା କରୁଥିବା ମହିଳା କିପରି ଇସ୍ରାଏଲରେ ଷ୍ଟାର ପାଲଟିଛନ୍ତି

ଜେରୁସାଲେମ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନେ । ତାହା ପୁନର୍ବାର ପ୍ରମାଣିତ କରିଛନ୍ତି ଇସ୍ରାଏଲର ନୋଆ ଟୋଲାଡେ । ମହିଳା ହେବା ସତ୍ୱେ ସେ ଗଗନଶ୍ଚୁମ୍ଭୀ ଅଟ୍ଟାଳିକାର କାଚ ସଫା କରୁଛନ୍ତି । ପ୍ରାୟତଃ ଏହି କାର୍ଯ୍ୟ ପୁରୁଷମାନେ କରିଥାନ୍ତି । ନୋଆଙ୍କ ସାହସିକତା ଅନେକ ମହିଳାଙ୍କୁ…

ଦେଖନ୍ତୁ ଭିଡ଼ିଓ; କେନ୍ଦ୍ରପଡ଼ାରୁ ଉଦ୍ଧାର ହେଲା ବିରଳ ଧଳା ସାପ

କେନ୍ଦ୍ରାପଡା: ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ ଲମ୍ବର ଏହି ସାପ ଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ତପନ ଜେନା ଦେଖିଥିଲେ । ଏକ ବାଡ଼ି ସାହାଯ୍ୟ ରେ…

ଲଗାଣ ବର୍ଷାରେ ବେହାଲ କଟକ: ରାସ୍ତା ଉପରେ ୪ ଫୁଟର ପାଣି ସୁଅ

କଟକ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ରୌପ୍ୟ ନଗରୀ କଟକ । ପ୍ରବଳ ବର୍ଷା ଯୋଗୁଁ କଟକର ଅନେକ ଅଞ୍ଚଳର ରାସ୍ତା ଉପରେ ଚାଲିଛି ପାଣି ସୁଅ ।ଲଗାଣ ବର୍ଷାରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତା ଉପରେ ପାଖାପାଖି ୪ ଫୁଟ…