Latest Odisha News

BREAKING NEWS

୨୪ ଘଣ୍ଟାରେ ୬୦ ହଜାର ସଂକ୍ରମିତଙ୍କ ସହ ଦେଶରେ ୩୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୬୦ ହଜାର ୯୦୯ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୩,୨୫୯ ଜଣଙ୍କର ଆଣ୍ଟିଜେନ, ୭୪୯୦ଟି ଆରଟିପିସିଆର୍ ଓ ୧୨୪ଟି ଟ୍ରୁନଟ୍‌ ପରୀକ୍ଷା…

ମାଲକାନଗିରିରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ନେଇ ଜଣେ ହାର୍ଡକୋର ମାଓବାଦୀ ରବିବାର ଦିନ ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଖବର ଅନୁଯାୟୀ, ମହାଦେବ ମାଡକାମି ଛଦ୍ମନାମ ମୁନା, ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟରେ ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ନିକଟରେ…

୮ ଘଣ୍ଟାରେ ୪ ଥର ଥରିଲା ମହାରାଷ୍ଟ୍ରର ପାଲଗଡ଼

ପାଲଗଡ଼: ମହାରାଷ୍ଟ୍ରର ପାଲଗଡ଼ ଜିଲ୍ଲାରେ ରବିବାର ଦିନ ୨ଥର ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ସକାଳ ପ୍ରାୟ ୧୧.୩ ମିନିଟ୍‌ରେ ଶବ୍ଦ ହେବା ସହ ଭୂମି ଥରି ଉଠିଥିଲା। ଏହାର ତୀବ୍ରତା ଥିଲା ୨.୮।ଆଉ କିଛି ସମୟ ପରେ ଅପରାହ୍ନ ୫.୨ ସମୟରେ ଆଉ ଏକ ଝଟକା ଲାଗିଥିଲା । ପୁଣିଥରେ ମାଟି ଥରି ଉଠିଥିଲା…

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲିଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ତୁଲାଇଥିବା ସ୍ବର୍ଗତ ଜେଟଲି ୨୦୧୯ ମସିହା ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି…

ରସହ୍ୟମୟ ଶଙ୍କର ମନ୍ଦିର; ଯେଉଁଠି ୧୨ ବର୍ଷରେ ଥରେ ହୁଏ ଭୀଷଣ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର। ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ…

ଦୀର୍ଘ ସମୟ ଚେୟାରରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: ନିର୍ଦ୍ଧିଷ୍ଟ କୌଣସି ଏକ କାମ କରିବାକୁ ହେଲେ ଦୀର୍ଘ ସମୟ ଚେୟାରରେ ବସିବାକୁ ପଡିଥାଏ । ଅନେକ କ୍ଷେତ୍ରରେ ଅଫିସରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହି କାର୍ଯ୍ୟ କରିବାକୁ ପଡ଼ିଥାଏ। ଆପଣ ବି ଯଦି ଏହି ମାନଙ୍କ ମଧ୍ୟରୁ ଜଣେ ତେବେ ଏହି ରିପୋର୍ଟ ଆପଣଙ୍କ ପାଇଁ...…

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୪-୮-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୪ ରିଖ ସୋମବାର ସିଂହ ୯ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଦିନ ୨ଟା ୩୪ମିନିଟ୍ ପର୍ଯ୍ୟନ୍ତ ତାପରେ ସପ୍ତମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା…