Latest Odisha News

BREAKING NEWS

ବଢିବ ବର୍ଷାର ପରିମାଣ: ଏହିସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରବଳ ବର୍ଷା । ଧୀରେଧିରେ ଏହା ବୃଦ୍ଧି ପାଇବ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୫.୦୮.୨୦୨୦: ଏହାର ପ୍ରଭାବରେ ଓଡ଼ିଶାର ୧୧ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା…

ଅନୁଗୁଳରୁ ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର ପକ୍ଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁସାସିଂହା ଗ୍ରାମରୁ ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର ହୋଇଛି । ସୋମବାର ସକାଳେ କୁସାସିଂହା ଗ୍ରାମର ଅବିନ ରାଉତଙ୍କ ଘରେ ଏକ ଭିନ୍ନ ପ୍ରକାରର ବଡ ପକ୍ଷୀଟିଏ ବସିଥିବାର ପରିବାର ଲୋକେ ଦେଖିଥିଲେ । ଏହି ବିରଳ ପକ୍ଷୀଟିକୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ଉଦ୍ଧାର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ   ତା୨୫-୮-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା୨୫ ରିଖ ମଙ୍ଗଳବାର ସିଂହ ୧୦ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ବିଶାଖା ନକ୍ଷତ୍ର ବିଛା ଚନ୍ଦ୍ର   ଘାତ ବାର-: ମକର ରାଶିର    ଘାତ ଚନ୍ଦ୍ର-:…

ରାୟଗଡରେ ୫ ମହଲା କୋଠା ଭୁଷୁଡି ୧ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଅଘଟଣ । ମୁମ୍ବାଇରୁ ୧୭୦ କିଲୋମିଟର ଦୂର ରାୟଗଡ ଜିଲ୍ଲା ମହଡ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଷୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନେକ ଏବେ ବି ଭଙ୍ଗା କୋଠା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଆଜି ସନ୍ଧ୍ୟା ୬ଟା ୫୦ ସମୟରେ ଏହି…

ବିଶିଷ୍ଟ ଭାଷାବିତ୍ ମହାଜିତଶ୍ୱର ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଇଂରାଜୀ ପ୍ରଫେସର ତଥା ଭାଷାବିତ୍ ଡକ୍ଟର ମହାଜିତଶ୍ୱର ଦାସଙ୍କର ସୋମବାର ଦିନ କଟକ ବାସଭବନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଦୁଇ ବର୍ଷ ଧରି ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ପିଡିତ ଥିଲେ। ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା…

ପରଲୋକରେ ଶିକ୍ଷାବିତ ହୀରକ ପ୍ରାମାଣିକ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ହୀରକ୍ କୁମାର ପ୍ରାମାଣିକ ଆଉ ନାହାନ୍ତି। ଗତ ଶୁକ୍ରବାର ତାଙ୍କର ପରଲୋକ ହୋଇଛି। ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଭାବରେ ଅନେକ ସରକାରୀ କଲେଜରେ କାର୍ଯ୍ୟ କରିବା ପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିଲେ। ଗତ କିଛି ଦିନ…

ସୁର ଭାଙ୍ଗିଲେ କୋଭିଡ ନିୟମ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା କରିବା…

ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସ୍‌ଡବ୍ଲୁ

ଭୁବନେଶ୍ୱର: ଖୁବଶୀଘ୍ର ଜଗତସିଂହପୁରରେ ଜେଏସଡ଼ବ୍ଲୁ ଇସ୍ପାତ ପ୍ରକଳ୍ପ କାମ ଆରମ୍ଭ ହେବ । ଜଗତସିଂହପୁରରେ ୧୨ ନିୟୁତ ଟନର ଇସ୍ପାତ ପ୍ରକଳ୍ପ ଜେଏସଡ଼ବ୍ଲୁ କରିବ । ପ୍ରକଳ୍ପ ଅଗ୍ରଗତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସ ଜରିଆରେ ବୈଠକ ହୋଇଥିଲା । ସେହି…

ଆଜି ପୁଣି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୫୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୨୫୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହକାୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୬୯୨୪ରେ…

ସୁଶାନ୍ତଙ୍କୁ କାହିଁକି ଭେଟିଥିଲେ ଡ୍ରଗ ମାଫିଆ ପ୍ରଶ୍ନ କଲେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରାଯାଇଛି ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସିବିଆଇ ତଦନ୍ତ ଆରମ୍ଭ କରିବାଠାରୁ ଏହା ପଛରେ ଆଉ କିଛି ମୁଣ୍ଡ କାମ କରୁଥିଲା ବୋଲି ସୂଚନା ପାଇ ସାରିଛି । ଯେଉଁ ଦିନ ସୁଶାନ୍ତଙ୍କ ମୃତ୍ୟୁ ଘଟିଲା ସେହି…