Latest Odisha News

BREAKING NEWS

କରୋନା: ଧାମରା ବନ୍ଦରରେ ହଂକଂ ଜାହାଜ; ସ୍ଥାନୀୟ ଲୋକେ ଆତଙ୍କିତ

ଭଦ୍ରକ: ଭଦ୍ରକର ଧାମରା ବନ୍ଦରରେ ଦୁଇଟି ହଂକଂ ଜାହାଜ ଲାଗିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଜାହାଜର ଚାଳକ ସଦସ୍ୟ କରୋନା ସଂକ୍ରମିତ ଥିବା ନେଇ ଆଶଙ୍କା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏହି ଦୁଇଟି ଜାହାଜ ବାଙ୍ଗଲାଦେଶର ଚଟଗାଁ ଦେଇ ଓଡିଶାରେ ପହଂଚିଛନ୍ତି ।…

ଅଜବ ପ୍ରଥା : ବିବାହର ୩ ଦିନ ପର୍ଯ୍ୟନ୍ତ ପତି-ପତ୍ନୀ ଶୌଚାଳୟ ଯିବେନି

ଜାକର୍ତା: ବାହାଘର ନେଇ ଭିନ୍ନ ଭିନ୍ନ ନୀତି ନିୟମ ପାଳନ କରାଯାଏ । ତେବେ ଇଣ୍ଡୋନେସିଆରେ ଏକ ଅଜବ ରୀତି ରହିଛି । ଏଠାରେ ବିବାହ ପରେ ପତି-ପତ୍ନୀ ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବେନି । ଯଦି କିଏ ଯାଏ ତା’ହେଲେ ଏହାକୁ ଅଶୁଭ ମନାଯାଏ । ବିଶେଷ କରି ଟ୍ୱାଙ୍ଗ ସମ୍ପ୍ରଦାୟର ଲୋକ ଏହି ପ୍ରଥା…

କରୋନା ଉପରେ ବୈଜ୍ଞାନିକଙ୍କ ବଡ ସଫଳତା; ଅତିଶୀଘ୍ର ଆସିବ ପ୍ରତିଷେଧକ ଟିକା !

ନୂଆଦିଲ୍ଲୀ: ଚୀନରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ି ବଢ଼ି ଚାଲିଛି । ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଦୁନିଆର ୨୮ଟି ଦେଶରେ ବ୍ୟାପି ସାରିଲାଣି । ଚୀନ ବାହାରେ ମଧ୍ୟ ଅନେକ ଦେଶରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଆମେରିକୀୟ ବୈଜ୍ଞାନିକ କରୋନା…

ଏକତ୍ର ବିବାହ କଲେ ୩୩୫୩ ଯୋଡି

ଛିନ୍ଧୱାଡା:ଏଠାରେ ଏକ ସାମୁହିକ ବିବାହ ସମ୍ମିଳନୀରେ ୩୩୫୩ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହାକୁ ଗୋଲ୍ଡେନ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି । ସବୁ ଧର୍ମ ଏବଂ ଦିବ୍ୟାଙ୍ଗବ୍ୟକ୍ତି ମଧ୍ୟ ବିବାହ କରିଥିଲେ । ପୂର୍ବରୁ ଏତେ ସଂଖ୍ୟକ ଏକତ୍ର ବିବାହ କରି ନ ଥିଲେ ।…

ପୁଣି ଚର୍ଚ୍ଚାରେ ‘ଗୋଲ୍ଡେନ୍ ବାବା’; ବାବାଙ୍କ ଆର୍ଥିକ ଦେଣନେଣ ତଦନ୍ତ କରିବ ଇଡ଼ି !

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଗିରଫ ହୋଇଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ଆର୍ଥିକ ଦେଣନେଣ ସଂକ୍ରାନ୍ତୀୟ କାର୍ଯ୍ୟକଳାପର ଦଦନ୍ତ କରିବ । କମିଶନରେଟ ପୋଲିସ ୨୦୧୮ ଡ଼ିସେମ୍ବର ୩୧ରେ ଠକେଇ ଅଭିଯୋଗରେ ତାଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ…

ଜାଗର ଉପଲକ୍ଷେ ଆରଡ଼ି ଆଖଣ୍ଡଳମଣିପୀଠ ଚଳଚଞ୍ଚଳ; ରାତି ୪ଟାରେ ଉଠିବ ମହାଦୀପ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ଆରଡ଼ି ପୀଠରେ ଶିବରାତ୍ରୀ ଉତ୍ସବ, ତେଣୁ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଆରଡ଼ିସ୍ଥିତ…

ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ନାକ, ପାଟିରୁ ରକ୍ତ ବାହାରିଲା

ନୂଆଦିଲ୍ଲୀ: ତିହାର ଜେଲରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମଧୁମେହ ଓ ଉଚ୍ଚରକ୍ତଚାପ ରୋଗରେ ସେ ପୀଡିତ । ତାଙ୍କ ନାକରୁ ଓ ପାଟିରୁ ରକ୍ତ ବାହାରିବାରୁ ମେଡିକାଲ ଚେକ୍‌ଅପ କରାଯାଇଥିଲା । ତେବେ ଏହାର ରିପୋର୍ଟ ସାମ୍ନାକୁ ଆସି…

ସୁନ୍ଦର କାରୁକାର୍ଯ୍ୟର ରୂପ ନେଲା ରେଳଡବାର ଅବ୍ୟବହୃତ ସାମଗ୍ରୀ !

ଭୁବନେଶ୍ୱର: ଭୁବନେଶ୍ୱର ମଂଚେଶ୍ୱର ରେଳଡବା ମରାମତି କାରଖାନାରେ ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଉପଯୋଗ କରି ସୁନ୍ଦର କଳାକୃତିର ରୂପ ଦିଆଯାଇଛି । ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ…

ଆସିଲା ‘ଅଂଗ୍ରେଜୀ ମିଡିୟମ’ର ଇମୋସନାଲ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ନୂଆ ଗୀତ ‘ଏକ ଜିନ୍ଦଗୀ’ । ଏହି ଗୀତରେ ଝିଅର ବିଦେଶରେ ଯାଇ ପାଠ ପଢ଼ିବା ସ୍ବପ୍ନକୁ ବାପା କିଭଳି ପୂରଣ କରିବାକୁ ଚେଷ୍ଟା କରୁଛି ତାହା ଦେଖିବାକୁ ମିଳିଛି । ଏହା ଏକ ଇମୋସନାଲ ଗୀତ । ଏହି ଗୀତକଟିକୁ ତନିସ୍କା ସଂଘବୀ ଗାଇଥିବା ବେଳେ…

ମାର୍ଚ୍ଚ ୨୮ରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ରେଳବାଇ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ମୋଟ ୧୦ଟି ବଗି ରହିବ । ଏଥିମଧ୍ୟରୁ ୫ଟି ନନ୍‌-ଏସି ସ୍ଲିପର କ୍ଳାସ ଓ ୫ଟି ୩ ଟାୟର ଏସି କୋଚ ରହିବ । ଏଥିରେ ଯେଉଁମାନେ ଯାତ୍ରା…