Latest Odisha News

BREAKING NEWS

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ବଢୁଛି ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳର ଏହି ସରକାରୀ କାର୍ଯ୍ୟାଳୟ

ଢେଙ୍କାନାଳ: କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳ ହିନ୍ଦୋଲ ଏନଏସି କାର୍ଯ୍ୟାଳୟ । ଏନେଇ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସୋମବାର ସୂଚନା ଦେଇଛନ୍ତି । କାର୍ଯ୍ୟାଳୟକୁ ଅଗଷ୍ଟ ୧୭ ତାରିଖ ସକାଳ ୭ ଟାରୁ ଅଗଷ୍ଟ ୨୦ ତାରିଖ ସକାଳ ୬୭ ଟା ଯାଏଁ ସିଲ୍…

ଲକଡାଉନ ସାଜିଲା ବରଦାନ: ଚିତ୍ରଶିଳ୍ପୀ ସାଜିଲେ ଯୁବତୀ

ଯାଜପୁର: କରୋନା କାହାପାଇଁ କାଳ ସାଜିଛି ତ ଆଉ କାହା ପାଇଁ ସୁଯୋଗ ସୃଷ୍ଟି କରିଛି । କାହା ନିକଟରୁ ନିଜ ଲୋକଙ୍କୁ ଛଡାଇ ନେଇଛି ତ ଆଉ କାହାକୁ ଆତ୍ମୀୟସ୍ୱଜନଙ୍କ ସହ ଯୋଡ଼ିଛି । ତେବେ ଏହି ମହାମାରୀ କରୋନା ପାଇଁ ଯାଜପୁର ସୁକିନ୍ଦା ଅଂଚଳର ଜଣେ ଯୁବତୀ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ ତା ୧୮-୮-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୮ ରିଖ ମଙ୍ଗଳବାର ସିଂହ ୩ ଦିନ ଭାଦ୍ରବ ମାସ କୃଷ୍ଣ ଚତୃଦଶୀ ଭୁକ୍ତ ଅମାବାସ୍ଯା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମକର ରାଶିର…

ଝଲସିବ ଏକାମ୍ରକ୍ଷେତ୍ର; ୨ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ଲକ୍ଷ ଲୋକ ଏକାଠି ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୫୦୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫୦୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ, କେଉଁ ଜିଲ୍ଳାରୁ କେତେ ରୋଗୀ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୬୨,୨୯୪ କରୋନା…

କମିଶନରେଟ୍ ପୋଲିସରେ ଅଦଳ ବଦଳ; କାହାକୁ କେଉଁ ଦାୟିତ୍ୱ ମିଳିଲା, ଜାଣନ୍ତୁ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ସୋମବାର ଦିନ କଟକ ଓ ଭୁବନେଶ୍ୱରର ଅତିରିକ୍ତ ଡିସିପି, ଇନସପେକ୍ଟର, ଏସଆଇ ସ୍ତରରେ ଅଦଳ ବଦଳ କରିଛନ୍ତି । ଭୁବନେଶ୍ୱର ଓ କଟକ କମିଶନରେଟ୍ ପୋଲଟ୍ର ଇଷ୍ଟାବ୍ଲିସମେଣ୍ଟ ବୋର୍ଡର ସୂଚନାନୁଯାୟୀ ଖାଲି ପଡିଥିବା ପଦବୀ, ପ୍ରଶାସନିକ ଆବଶ୍ୟକତା, ଜନସେବାର ଆଗ୍ରହକୁ…

ପଣ୍ଡିତ ଯଶରାଜ: ଅନ୍ତରୀକ୍ଷରୁ ମହାଦ୍ୱୀପ ପର୍ଯ୍ୟନ୍ତ ଯଶ ରଖି ଦେଇ ଯାଇଛନ୍ତି

ନୂଆଦିଲ୍ଲୀ:ସ୍ୱର ସମ୍ରାଟ ପଣ୍ଡିତ ଯଶରାଜଙ୍କ ଆଜି ପରଲୋକ ହୋଇଯାଇଛି । ଅବଶ୍ୟ ସେ ମୃତ୍ୟୁବରଣ କରିବା ପୂର୍ବରୁ ଅନ୍ତରୀକ୍ଷରେ ଆଗୁଆ ନିଜ ନାମ ଲିପିବଦ୍ଧ କରି ସାରିଛନ୍ତି । ଆସନ୍ତୁ ଜାଣିବା ଯଶରାଜଙ୍କ ଯଶ କଥା । ୧.ପଣ୍ଡିତ ଯଶରାଜଙ୍କ ୪ ପିଢ଼ୀ ଶାସ୍ତ୍ରୀୟ ସଙ୍ଗୀତରେ ପାରଙ୍ଗମ ଥିଲେ । ୨.…

[ଭାଇରାଲ ଭିଡିଓ] କାହିଁକି ଗଣେଶ ମୂର୍ତ୍ତିଗୁଡିକୁ କଚାଡି ଭାଙ୍ଗିଲେ ମହିଳା

ଭୁବନେଶ୍ୱର: ଗଣେଶ ଚତୁର୍ଥୀକୁ ଆଉ ଦିନ କେଇଟା ବାକି । ଏଥି ପାଇଁ ବଜାରରେ ଗଣେଶଙ୍କର ଭଳିକି ଭଳି ମୂର୍ତ୍ତି ମିଳିଲାଣି । କିନ୍ତୁ ବାହାରିନର ମନାମାର ଜୁଫେୟାର ଅଂଚଳର ଏକ ସୁପର ମାର୍କେଟରେ ଗଣେଶ ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଅଜବ ଚିତ୍ର ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ…

କୁକୁର ବିକ୍ରି କରି ଅନାହାର ଦୂର କରିବେ କିମ ଜୋଙ୍ଗ !

ହୁଇଚୋନ: ସାରା ବିଶ୍ୱକୁ ପରମାଣୁ ବୋମା ଓ ମିସାଇଲ ଆକ୍ରମଣ ଧମକ ଦେଉଥିବା ଉତରକୋରିଆର ଶାସନ କିମ ଜୋଙ୍ଗ ଏବେ ଦେଶ ଚଳାଇବାରେ ଅସମର୍ଥ ହୋଇ ପଡିଛନ୍ତି । ବିଭିନ୍ନ ଦେଶ ପ୍ରତିବନ୍ଦ ଲଗାଇବା ପରେ କରୋନା ଯୋଗୁ ସୀମା ସିଲ କରାଯାଇଛି । ଫଳରେ ଏଠାକାର ଲୋକ ଅନାହରରେ ମୃତ୍ୟୁବରଣ ଆରମ୍ଭ କରିଛନ୍ତି ।…