Latest Odisha News

BREAKING NEWS

ମାଲେସିଆରେ ୧୦ଗୁଣ ଅଧିକ ଭୟଙ୍କର କରୋନା ଭୂତାଣୁ ଠାବ !

ନୂଆଦିଲ୍ଲୀ: କରୋନା ଭାଇରସ ସମସ୍ୟାରୁ ମୁକୁଳିବା ପାଇଁ ସମଗ୍ର ବିଶ୍ୱ ଉଦ୍ୟମ ଜାରି ରଖିଥିବା ବେଳେ ସୋମବାର ଆଉ ଏକ ଖରାପ ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ଚୀନର ଉହାନଠାରୁ ମିଳିଥିବା କରୋନା ଭୂତାଣୁଠାରୁ ୧୦ ଗୁଣ ଅଧିକ ବେଗରେ ସଂକ୍ରମିତ କରୁଥିବା ଭୂତାଣୁ ମାଲେସିଆରେ ଠାବ ହୋଇଛି ।…

ଆମାଜନ ଇଣ୍ଡିଆ ବାଙ୍ଗାଲୁରୁ ରେ ଆରମ୍ଭ କଲା ଅନଲାଇନ ଫାର୍ମାସି

ବାଙ୍ଗାଲୁରୁ : ଆମାଜନ ଭାରତର ଦକ୍ଷିଣ କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବାଙ୍ଗାଲୋରରେ ଏକ ଅନଲାଇନ ଫାର୍ମାସି ଆରମ୍ଭ କରିଛନ୍ତି । କମ୍ପାନୀ ବାଙ୍ଗାଲୋରରେ ଓଭର-ଦ କାଉଣ୍ଟର ଏବଂ ପ୍ରେସକ୍ରିପସନ ଆଧାରିତ ଔଷଧ ପାଇଁ ଅର୍ଡର ନେବା ଆରମ୍ଭ କରିଛି । (ଭାରତରେ, ଆଣ୍ଟିବାଟିକ୍ ଏବଂ ଅନ୍ୟାନ୍ୟ ଔଷଧ…

ସୁଶାନ୍ତ ସିଂ କେସ୍‌: ରହସ୍ୟମୟ ମହିଳା ସୌଭିକଙ୍କ ବନ୍ଧୁ ଜମିଲା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ଜୁନ ୧୪ରେ ଦେଖା ଯାଇଥିବା ରହସ୍ୟମୟ ମହିଳାଜଣକ ରିୟା ଚକ୍ରବର୍ତିଙ୍କ ଭାଇ ସୌଭିକ ଚକ୍ରବର୍ତିଙ୍କ ବନ୍ଧୁ । ତାଙ୍କ ନାମ ଜମିଲା ବୋଲି ଏକ ଟିଭି ଚ୍ୟାନେଲ ଦୃଢ଼ତା ସହକାରେ ଦାବୀ କରିଛି । ସୁଶାନ୍ତଙ୍କ ୨ଟି କମ୍ପାନୀ ଭିଭଡ୍ରାଗ ରିୟଲିଟିଏକ୍ସ ପ୍ରାଇଭେଟ…

ଭୁବନେଶ୍ୱରରେ ଆଉ ୧୯୮ ପଜିଟିଭ ଚିହ୍ନଟ, ୧୩୨ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୯୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିଲେ ଓଡିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇପାରିବ

ଭୁବନେଶ୍ୱର : ଭାରତରେ ପ୍ରତିଦିନ ୫୦ କୋଟି ଲିଟର ଦୁଗ୍ଧ ଉତ୍ପାଦନ ହୋଇଥାଏ । ଓଡିଶାରେ ୬୦ ରୁ ୭୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ଯାହାକି ଜାତୀୟ ହାରର ମାତ୍ର ୧.୨୫ ପ୍ରତିଶତ । ଯଦି ରାଜ୍ୟରେ ଚାଷୀମାନଙ୍କୁ ଯଦି ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଏ ତେବେ ଦୁଗ୍ଧ ଉତ୍ପାଦନ ବୃଦ୍ଧି…

ବଜ୍ରପାତ ସହ ବର୍ଷା ଆଶଙ୍କା: ୩ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ ଓ ନୟାଗଡ ଆଦି ଜିଲ୍ଲାର ଗୋଟିଏ…

ଓଡିଶାର ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପୂର୍ବତନ କୃଷି ଅଧିକାରୀ (ଡିଏଓ)ଙ୍କୁ ସୋମବାର ଦିନ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ନାମ ପ୍ରଦୀପ କୁମାର ମହାନ୍ତି ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗତ ଜୁଲାଇ ୨ ତାରିଖରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା ।…

ସୁନ୍ଦରଗଡରେ ୩୨ଶହ ଡେଇଁଲା କରୋନା ସଂକ୍ରମଣ; ରାଉରକେଲାରୁ ୫୧ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୫୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଉପକୂଳ ଓଡ଼ିଶା ପାଇଁ ଗେମ୍ ଚେଞ୍ଜର ହେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ: ଧର୍ମେନ୍ଦ୍ର

ଭୁବନେଶ୍ୱର: ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାନୀୟ ଅଞ୍ଚଳର ପରିବେଶ ସୁରକ୍ଷା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ…

କୋରାପୁଟରୁ ଜବତ ହେଲା ୧୫୧ କିଲୋର ଗଞ୍ଜେଇ

ଜୟପୁର: କୋରାପୁଟ ଜିଲ୍ଲାରୁ ପୋଲିସ ପ୍ରାୟ ୧୫୧ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏନେଇ ସୋମବାର ଦିନ ଡିଏସପି ଅଶୁଂମାନ ଦ୍ୱିବେଦୀ କହିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଚିକିମା ଗ୍ରାମର ଚନ୍ଦ୍ର ବିଶୋଇ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ…