Latest Odisha News

BREAKING NEWS

ଧର୍ମପଦ ସମ୍ମାନ ପାଇଲେ ୭ ବରିଷ୍ଠ ଶିଳ୍ପୀ

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗରେ ପ୍ରାୟ ୭ ଜଣ ବରିଷ୍ଠ ଶିଳ୍ପୀଙ୍କୁ ସେମାନଙ୍କର ଆଜୀବନ ସାଧନାର ପ୍ରତୀକ ସ୍ୱରୂପ ଧର୍ମପଦ ପୁରସ୍କାର ଦିଆଯାଇଛି । ୨୦୦୯ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ବିଚାରକୁ ନିଆଯାଇ ଏକାଡେମୀର ସବୋର୍ଚ୍ଚ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନକଲେ ବାଗଚୀ ଦମ୍ପତ୍ତି

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାଙ୍କ ସହାୟତା ପାଇଁ…

ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ବିସ୍ଫୋରଣ, ଦିନରେ ରାତିର ଭ୍ରମ ସୃଷ୍ଟି

ମେଡାନ: ଇଣ୍ଡୋନେସିଆର ମାଂଉଟ ସିନାବଙ୍ଗ ଜ୍ୱାଳାମୁଖୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁ ଏତେ ମାତ୍ରାରେ ଧୂଆଁ ନିର୍ଗତ ହୋଇଥିଲା ଯେ, ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି । ଏହି ଜ୍ବାଳାମୁଖୀରୁ ବାହାରିଥିବା ପାଉଁଶ ୩୦ କିଲୋମିଟର ଦୂର ବେରାସ୍ତଗୀ ପହଁଞ୍ଚି ଯାଇଛି । ଇଣ୍ଡୋନେସିଆର…

ପିପିଇ କିଟ, ମାସ୍କ ବେଶରେ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଜନ୍ମାଷ୍ଟମୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ସାରା ବିଶ୍ୱକୁ ଚଳାଉଥିବା ଶ୍ରୀକୃଷ୍ଣଙ୍କୁ ବି କରୋନା ଭୟ ରହିଛି । ଏହା ଆମେ କହୁନୁ, କିନ୍ତୁ କେତେକ ସ୍ନେହୀ ଶ୍ରୀକୃଷ୍ଣ ଭକ୍ତ ତାଙ୍କ କାହ୍ନାକୁ ଯେପରି କରୋନା ହୋଇ ନ ଯିବ ସେଥିପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ…

ଭୁବନେଶ୍ୱରରେ ୪ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୧୩୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

କରୋନା ସଂକ୍ରମଣରେ ସଫ୍ଟୱେୟାର ଇଞ୍ଜିନିୟର ମୃତ

ବ୍ରହ୍ମପୁର: ବେଙ୍ଗାଲୁରୁର ସିଏ ଟେକ୍ନୋଲୋଜିରେ କାର୍ଯ୍ୟରତ ଜଣେ ବରିଷ୍ଠ ସଫ୍ଟୱେୟାର ଇଞ୍ଜିନିୟର ଉନା ସତ୍ୟନାରାୟଣ ରାଓ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ବଜାର ସାହିର ବାସିନ୍ଦା ବୋଲି ଜଣାପଡିଛି । ପ୍ରାପ୍ତ…

ଟିକ୍‌ଟକକୁ କିଣିବା ନେଇ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ମଧ୍ୟରେ ମୁକାବିଲା ଆରମ୍ଭ

ୱାଶିଂଟନ: ବିଶ୍ୱର ଅଗ୍ରଣୀ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ଏବେ ଟିକ୍‌ଟକର ଆମେରିକା ବ୍ୟବସାୟ କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନେଇ ଉଭୟ କମ୍ପାନୀ ଚୀନ ସ୍ୱତ୍ୱାଧିକାରୀ ବାଇଟଡ୍ୟାନ୍ସ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏବେ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର…

ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଅଙ୍କରୋଦ ଗ୍ରାମର ଉପକଣ୍ଠରେ ଅବସ୍ଥିତ ଏକ ଫାର୍ମ ହାଉସରେ ଥିବା ପୋଖରୀରେ ବୁଡି ସୋମବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ସନ୍ତୋଷ ବଳିୟାର ସିଂହ ଏବଂ ସେ ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଅଙ୍କରୋଦ ଗ୍ରାମର ବାସିନ୍ଦା…

ଆଇପିଏଲ ଟାଇଟଲ ସ୍ପନଶର ଦୌଡରେ ସାମିଲ ହେଲା ପତଞ୍ଜଳୀ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ ଇଣ୍ଡିଆନ ପ୍ରିମିୟର ଲିଗ୍ ଟାଇଟଲ ସ୍ପନଶର ଦୌଡରେ ସାମିଲ ହୋଇଛନ୍ତି । ଭିଭୋ ହଟିବା ପରେ ଏହି ସ୍ଲଟ ଏବେ ଖାଲି ପଡିଛି । ପତଞ୍ଜଳୀ ଏଥିନେଇ ବିଡ ଦାଖଲ କରିଥିବା ଜଣାପଡିଛି । କମ୍ପାନୀର ମୁଖପାତ୍ର ଏସକେ ତିବରୱାଲ କହିଛନ୍ତି,…

ଲାଞ୍ଚ ନେଇ ଫସିଲେ ଅତିରିକ୍ତ ପ୍ରାଣୀ ଚିକିତ୍ସକ

ପୁରୀ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ପିପିଲିର ଅତିରିକ୍ତ ସହାୟକ ପ୍ରାଣୀ ଚିକିତ୍ସିକ ଶୁଭ୍ରାଂଶୁ ସାହୁ । ପ୍ରାପ୍ତ ସୂଚନାନୁଯାୟୀ, ୭୦ ହଜାର ଟଙ୍କାର ଏକ ବିଲ୍ ପାସ୍ କରାଇ ଦେବା ଲାଗି ଶ୍ରୀ ସାହୁ ପୁରୀ ଜିଲ୍ଲା ମଙ୍ଗଳପୁରର ମାଟିଆପଡା ଗ୍ରାମର…