ସାଙ୍ଗର ଶେଷଯାତ୍ରାରେ ଡିଜେ ବଜାଇ ଧୁମ୍ ନାଚିଲେ….ଲୋକେ କହିଲେ, ‘ଏମିତିକା ବନ୍ଧୁ ସମସ୍ତଙ୍କୁ ମିଳୁ….’
ମନ୍ଦସୌର: ସାଙ୍ଗଙ୍କ ଶେଷ ଯାତ୍ରାରେ ଡିଜେ ବଜାଇ ତାଳେ ତାଳେ ଝୁମିଲେ ଅନ୍ୟ ଜଣେ ବନ୍ଧୁ । ଭିଡିଓ ଦେଖିଲେ, ବୋଧେ ଆପଣଙ୍କ ପାଟିରୁ ସ୍ବତଃ ବାହାରି ଆସିବ ଇଏ କେମିତିକା ସାଙ୍ଗ ବା… କିନ୍ତୁ ଇଣ୍ଟରନେଟ୍ କହୁଛି, ଏମିତିକା ବନ୍ଧୁ ସମସ୍ତଙ୍କୁ ମିଳୁ । କାରଣ ଏହା ପଛର କାରଣ ଜାଣିଲେ ଆପଣ ବି…