Latest Odisha News

ପୁଣି ବିବାଦରେ ବିଜେଡି ସାଂସଦ ଅନୁଭବ ମହାନ୍ତି

କଟକ: ଅନୁଭବଙ୍କ ପିଛା ଛାଡୁନି ବିବାଦ । ପୁଣି ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଆଜି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅନୁଭବଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନିର୍ବାଚନୀ ସତ୍ୟପାଠରେ ସାଂସଦ ଅନୁଭବ ମହାନ୍ତି…

ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଂଚଳର ଜନ୍ତୁରାଇ ଠାରେ ମାଓବାଦୀ ଓ ଗ୍ରମାବାସୀଙ୍କ ମଧ୍ୟରେ ବିରୋଧାଭାବ ତୀବ୍ର ରୂପ ନେଇଛି । ସୂଚନା ମୁତାବକ, ଆନ୍ଧ୍ର-ଓଡିଶା ସୀମାର ସ୍ପେଶାଲ ଜୋନାଲ କମିଟିର ମାଓବାଦୀମାନେ ଯୋଡାମ୍ବ ଓ ପଣସପୁଟ ପଂଚାୟତର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କୁ ପୋଲିସ…

ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଂଚଲ୍ୟ । ବିଚ୍ ରାସ୍ତାରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରବିବାର ସକାଳେ ମର୍ଣ୍ଣିଂୱାକରେ ଯାଇଥିବା ବେଳେ ବାଇକ୍‌ରେ ଆସି ଦୁଇ ଦୁର୍ବୃତ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କୁ ଗୁଳି କରି…

NIT ଅଗରତାଲାରେ ୫୮ଟି ଆସିଷ୍ଟାଂଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଳୀ: ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି (ଏନ୍‌ଆଇଟି) ଅଗରତାଲାରେ ଖାଲି ପଡିଥିବା ୫୮ଟି ଆସିଷ୍ଟାଂଟ ପ୍ରଫେସର (ଗ୍ରୋଡ୍‌-୧ ଏବଂ ଗ୍ରୋଡ-୨) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ୍ www.nita.ac.in ରେ ଆବେଦନ କରିପାରିବେ ।…

କଂଗ୍ରେସର ଘୋଷଣାପତ୍ର ଜାରୀ: ମାଗଣା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିଛି । ପୂର୍ବରୁ ବିଜେପି ଏବଂ ଆପ୍ ସେମାନଙ୍କ ଘୋଷଣାପତ୍ର ଜାରୀ କରି ସାରିଛନ୍ତି । ଏଥିରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଓ ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ମାଗଣା ରହିଛି । ସେହିପରି ସରକାରୀ…

ଆରପାରିରେ ବିପ୍ଳବୀ କବି ରବି ସିଂ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ବିପ୍ଳବୀ କବି ରବି ସିଂ ଆଉ ନାହାଁନ୍ତି । କଟକର ଖପୁରିଆ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତରେ ଶୋକର ପରିବେଶ ସୃଷ୍ଟି କରିଛି । ୮୯ ବର୍ଷୀୟ ରବି…

ଚୀନ୍‌ରେ କରୋନା ପାଇଁ ବିବାହ ବନ୍ଦ

ବେଜିଂ: ଚୀନ୍‌ରେ ଦିନକୁ ଦିନ ମାରାତ୍ମାକ ଭୂତାଣୁ କରୋନା କାୟା ବିସ୍ତାର କରୁଛି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଭାଇରସ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ ଚୀନ୍‌ରେ ଏହାକୁ ନେଇ ଏକ ରୋଚକ ସ୍ଥିତି ସାମ୍ନାକୁ ଆସିଛି । ମାରାତ୍ମକ ଭୂତାଣୁ…

ବରଯାତ୍ରୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ନିକଟରେ ଥିବା ନୟନଜୋରିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ କୌଶିକ ସାମନ୍ତ ଏବଂ ତାଙ୍କ ଘର ଯାଜପୁର ଟାଉନ ନହରପୁର ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଦୁଇଦିନ ତଳେ କୌଶିକ ତାଙ୍କ…

କେରଳରେ ଦ୍ୱିତୀୟ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଜାରି ରହିଛି କରୋନା ଆତଙ୍କ । କେରଳରେ ଆଉ ଜଣେ ଘାତକ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି । ଏନେଇ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । କେରଳରେ କିଛି ଦିନ ପୂର୍ବରୁ ଭାରତର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ…

କରୋନା ଭାଇରସ ଆତଙ୍କ; ୨ ପର୍ଯ୍ୟାୟରେ ଏୟାରଇଣ୍ଡିଆ ବିମାନରେ ଚୀନରୁ ଫେରିଲେ ୩୨୩ ଭାରତୀୟ

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଅଣାଯାଉଛି । ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୨୩ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ସେଥିମଧ୍ୟରେ ୭ ମାଳଦ୍ୱୀପ ନାଗରିକ…