Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ: ଅନନ୍ୟା ଦାସ

କଟକ: ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ଟେଷ୍ଟିଂକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ଟେଷ୍ଟିଂ ପାଇଁ ସିଏମସିରେ ୪ଟି ମୋବାଇଲ ୟୁନିଟ, ୪ଟି ଫିକ୍ସଡ ସେଣ୍ଟର କାମ କରୁଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ସେ…

ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ବିଗ୍ ବି ତଥା ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଆଜି ତାଙ୍କ ଟେଷ୍ଟ ନେଗେଟିଭ ଆସିଛି । ଏବେ ସେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ଘରକୁ ଫେରିଛନ୍ତି । ଏନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁମ୍ବାଇର ନାନାବତୀ…

ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक…

୪ ବର୍ଷର ଶିଶୁ ପାଟିରେ ପଶିଲା ଲୁହା ରଡ୍‌

ବ୍ରହ୍ମପୁର: ୪ ବର୍ଷର ଶିଶୁ ପାଟିରେ ପଶିଗଲା ଲୁହା ରଡ୍ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା କେଶପୁର ନିକଟ ଖଣ୍ଡଦେଉଳି ଗାଁରେ । ପିଲାଟିର ଅବସ୍ଥା ଗୁରୁତର ରହିଛି । ତାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ…

ଏଥର ଚୀନ ସହିତ ସମ୍ପର୍କ ରଖୁଥିବା ଶିକ୍ଷାସଂସ୍ଥା ଗୁଡିକ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ:ଭାରତ ସରକାର ଏବେ ଚୀନ ସହିତ ସମ୍ପର୍କ ରଖୁଥିବା ଶିକ୍ଷାସଂସ୍ଥା ଗୁଡିକ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ୧୦୦ରୁ ଊର୍ଦ୍ଧ୍ୱ ଚୀନ ଆପ୍ ବ୍ୟାନ କରିବା ଏବଂ କମ୍ପାନୀ ଠିକା ରଦ୍ଦ କରିବା ଭଳି କଠୋର ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍‌

ଭୁବନେଶ୍ୱର: ପ୍ରାୟ ସାଢ଼େ ୪ ମାସ ପରେ ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ସପିଂ ମଲ୍ । ବିଏମ୍‌ସିର ନୂଆ ଗାଇଡଲାଇନ୍ ଅନୁସାରେ ଏହି ମଲ୍ ସବୁକୁ ଖୋଲା ଯାଇଛି । ସପ୍ତାହନ୍ତ ସଟ୍ ଡାଉନ୍ ପାଇଁ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ମଲ୍ ଗୁଡିକ ଖୋଲାରହିଥିଲା । ପ୍ରଥମ ଦିନରେ ବିଭିନ୍ନ ମଲ୍ ଗୁଡିକରେ କୋଭିଡ୍…

‘ବିଜେଡି ନେତା ସାଜିଛନ୍ତି କରୋନା ସୁପର ସ୍ପ୍ରେଡର’

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏଥିପାଇଁ ଚାରିଆଡେ କୋଭିଡ କଟକଣା ଲାଗୁ କରିଛନ୍ତି ସରକାର । ତେବେ କୋଭିଡ କଟକଣାକୁ ନେଇ ଏବେ କିନ୍ତୁ ରାଜନୀତି ଜୋର୍ ଧରିଛି । ବିଜେଡି ନେତାମାନେ କୋଭିଡ ନିୟମ ଭାଙ୍ଗୁଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି । ବିଜେଡିର ଜଣେ ନେତା…

ଖୁବଶୀଘ୍ର ପ୍ରକାଶ ପାଇବ +୨ ନାମଲେଖା ବିଜ୍ଞପ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ମାଟ୍ରିକ ରେଜଲ୍ଟ ବାହାରି ସାରିଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଯୁକ୍ତ ୨ କଲେଜ ଗୁଡିକରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର…

ପୂଜା ବାବଦରେ ସୁଶାନ୍ତ ଆକାଂଉଟରୁ ଟଙ୍କା ଉଠାଇଥିଲେ ରିୟା, କଳାଯାଦୁ କରିଥିବା ଅଭିଯୋଗ ହୋଇଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସର ଖିଅ ଧିରେ ଧିରେ ମିଳିବାରେ ଲାଗିଛି । ରିୟା ଚକ୍ରବର୍ତିଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । ପୂର୍ବରୁ ସେ କଳାଯାଦୁ କରୁଥିବା ଅଭିଯୋଗ ହୋଇଥିଲା । ଏହାର ସତ୍ୟତା ଜଣା ପଡି ନ ଥିଲେ ମଧ୍ୟ ବ୍ୟାଙ୍କ ଷ୍ଟେଟମେଂଟରେ ସେ ଲକ୍ଷାଧିକ ଟଙ୍କା ପୂଜା…

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା । ଚାରିଆଡେ କରୋନାର କୋପ ଜାରି ରହିଛି । ଏଥିଲାଗି କୋଭିଡ ମୁକାବିଲା ଲାଗି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକ ଆସନ୍ତା ଅଗଷ୍ଟ ୩୧ ବନ୍ଦ ରହିବ । ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛି…