Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ରାଷ୍ଟ୍ରପତି ପଦକରେ ସମ୍ମାନିତ ହେଲେ ଓଡିଆ ବାୟୁସେନା ଅଧିକାରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ସେବା ଲାଗି ବିଭିନ୍ନ ବର୍ଗରେ ଅନେକ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ରହୁଥିବା ଏୟାର ଭାଇସ୍ ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମଧ୍ୟ ରାଷ୍ଟ୍ରପତି ‘ଅତି ବିଶିଷ୍ଟ ସେବା…

ସଡକ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ବାସ୍ତାମ୍ବା ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରଧାନଶିକ୍ଷକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଚକ୍ରଧର ପାଲ ଏବଂ ସେ ସ୍ଥାନୀୟ ଭନସୁଲି ପଞ୍ଚାୟତ ହାଇ ସ୍କୁଲର ପ୍ରଧାନଶିକ୍ଷକ ବୋଲି ସୂଚନା ମିଳିଛି । ପ୍ରାପ୍ତ…

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ରାଜପଥରେ ଗଡିଲା ଓଡିଶାର ରୁକୁଣା ରଥ

ନୂଆଦିଲ୍ଲୀ: ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ନୂୂଆଦିଲ୍ଲୀର ରାଜପଥରେ ପ୍ୟାରେଡ୍ ବେଳେ ଶୋଭାବର୍ଦ୍ଧନ କରିଛି ଓଡିଶାର ରୁକୁଣା ରଥ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଗାଥା ବଖାଣୁଥିବା ଏହି ପ୍ରଜ୍ଞାପନ ମେଢ଼କୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ରୁକୁଣା…

ବଡ଼ଠାକୁରଙ୍କ ପଦ୍ମବେଶ: କ’ଣ କହେ କିମ୍ବଦନ୍ତୀ, ଜାଣନ୍ତୁ…

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତ୍ୟେକ ବେଶ ଭକ୍ତମାନଙ୍କୁ ଭାବ ବିହ୍ୱଳ କରିଥାଏ । ମାଘ ଅମାବସ୍ୟା ପରେ ବସନ୍ତ ପଂଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକର କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ପହୁଡ ହୁଅନ୍ତି । ଏହି ଦିନ ଠାକୁର…

ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦ ଟକ୍କର; ଜିତିବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୨ୟ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଅକଲାଣ୍ଡର…

ସାଧାରଣତନ୍ତ୍ର ଦିବସ ଅବସରରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ବିଶିଷ୍ଟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ସାରା ଦେଶରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୬ ରିଖ ରବିବାର ମକର ୧୨ ଦିନ ମାଘମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମେଷ…

ମନୋଜ ଦାସଙ୍କୁ ପଦ୍ମଭୂଷଣ; ୧୦ ଜଣ ଓଡ଼ିଆ ପାଇବେ ‘ପଦ୍ମଶ୍ରୀ’ ସମ୍ମାନ

ନୂଆଦିଲ୍ଲୀ: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଲାଗି ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ନାମ ଘୋଷଣା କରିଛନ୍ତି । ଓଡ଼ିଶାରୁ ସମୁଦାୟ ୧୧ଜଣ ବ୍ୟକ୍ତି ପଦ୍ମ ପୁରସ୍କାର ପାଇବାକୁ ଯାଉଥିବା ବେଳେ ପ୍ରଖ୍ୟାତ ସାହିତ୍ୟିକ ମନୋଜ…

ଏସ୍‌ସିବିର ହେବ ନବକଳେବର; କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଥଇଥାନ ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଏସ୍‌ସିବି ମେଡିକାଳର ନବକଳେବର ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ ସରକାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏସ୍‌ସିବି ମେଡିକାଲକୁ ୩ହଜାର ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବେ ବିକାଶ କରିବା ପାଇଁ ନିଷ୍ପତି…

ସାଧାରଣତନ୍ତ୍ର ଦିବସ: ରଙ୍ଗୀନ ଆଲୋକମାଳାରେ ଝଲସୁଛି ରେଳ ସଦନ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ରାଜଧାନୀ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଛି । ଭୁବନେଶ୍ୱର ସହରରେ ଥିବା ବଡ଼ ବଡ଼ ଅଟ୍ଟାଳିକା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଆଲୋକମାଳାରେ ସଜ୍ଜିତ ହେବା ଫଳରେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ସବୁଠାରୁ…