Latest Odisha News

BREAKING NEWS

‘ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର’: SI ନିଯୁକ୍ତିରେ ବିଳମ୍ବକୁ ନେଇ ବର୍ଷିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ବିବାଦକୁ ନେଇ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ପୋଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତା ଏବଂ ଏଥିରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ଶାସକ ବିଜେପି ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି…

ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି: କଟକ, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାକୁ ଯୋଡିବ ୧୨୯ କିମି ଆଉଟର ରିଙ୍ଗ୍ ରୋଡ୍

ଭୁବନେଶ୍ୱର: ଟୁଇନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ଏହାର ଆଖପାଖ ସହରଗୁଡ଼ିକରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବୃହତ୍ ଏବଂ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସହରରେ ଗାଡ଼ିମୋଟର ଭିଡ଼ ନିୟନ୍ତ୍ରଣ କରିବା ତଥା ଯୋଗାଯୋଗ ବ୍ୟବସ୍ଥାକୁ…

Nuakhai Lagna Finalised:ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ;କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ

ସମ୍ବଲପୁର:ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହେଲା । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ ହେବ। ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ। ଏଥି ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି। ସ୍ଥିର ହୋଇଥିବା ଲଗ୍ନ ଅନୁସାରେ…

ଜାତୀୟ ଶିକ୍ଷକ ପୁରସ୍କାର: ଓଡିଶାରୁ ୪ ଶିକ୍ଷକ ପୁରସ୍କୃତ

ଭୁବନେଶ୍ବର: ଗୁରୁ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାରା ଦେଶର ଅସାଧାରଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବୈଷୟିକ ତାଲିମ କ୍ଷେତ୍ରରେ ୮୨ ଜଣ…

୨୧ ଦିନ ପରେ ଥମିଲା ଶିକ୍ଷକ ଆନ୍ଦୋଳନ: ସରକାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଲା ସମନ୍ଵୟ ସମିତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ନିଜର ଦୀର୍ଘଦିନର ଦାବି ପୂରଣ ନେଇ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଶେଷରେ ୨୧ ଦିନ ପରେ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏବଂ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଶିକ୍ଷକମାନେ ଧାରଣାରୁ ଓହରିବାକୁ ନିଷ୍ପତ୍ତି…

Nepal Landslide: ରାଗିଛି ପ୍ରକୃତି ମା’…ନେପାଳକୁ କନ୍ଦାଉଛି ରକ୍ତର ଲୁହ… ପୁଣି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍, ଅଟକିଲା…

କାଠମାଣ୍ଡୁ: ରୋଷ କରିଛି ପ୍ରକୃତି ମା’। ପଡୋଶୀ ନେପାଳ ଉପରେ ଦାଉ ସାଧୁଛି। ନେପାଳ ଉପରୁ ଯେମିତି ବିପଦର କଳାବାଦଲ ହଟୁନାହିଁ। ବିନାଶକାରୀ ବନ୍ୟାର ଦୁଃଖ ଭୁଲିବା ପୂର୍ବରୁ ପୁଣି ଆସିଛି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍। ଦାର୍ଚୁଲା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହେବା ପରେ ଚୌଲାନୀ ନଦୀର…

ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

କେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଏଚ୍‌…

ବଡ଼ଗାମ ଏନକାଉଣ୍ଟର: ଭାରତୀୟ ସେନାର ଗୁଳିରେ ନିହତ ହେଲା ପାକିସ୍ତାନୀ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ଆଉ ଏକ ବଡ଼ ସଫଳତା ମିଳିଛି । ବଡ଼ଗାମ ଜିଲ୍ଲାର ଅଶଦାର ଗଳି ଏବଂ ୟୁସମାର୍ଗ ଅଞ୍ଚଳରେ ଚାଲିଥିବା 'ଅପରେସନ୍ ଅଶଦାର'ରେ ଜଣେ ନରହନ୍ତା ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି । ଜମ୍ମୁ-କାଶ୍ମୀର ପୋଲିସ ଶନିବାର ସ୍ପଷ୍ଟ…

Three Meals A Day: ସାବଧାନ! ଦିନକୁ ୩ ଥର ଖାଉଛନ୍ତି କି?

() ରହିଯାଆନ୍ତୁ...ସକାଳ, ସନ୍ଧ୍ୟା, ରାତି…. ଦିନକୁ ୩ ଥର ଖାଉଛନ୍ତି କି? ଜାଣନ୍ତୁ କ’ଣ କହିଲେ FSSAI ସିଇଓ… ସକାଳେ ଜଳଖିଆ, ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ଏବଂ ରାତିରେ ରାତ୍ରି ଭୋଜନ, ସାଧାରଣତଃ ଦିନକୁ ତିନିଥର ଖାଇବା ଆମ ଜୀବନର ଏକ ସାଧାରଣ ଅଭ୍ୟାସ। ଅନ୍ୟ ସମୟରେ ଖାଦ୍ୟ ଗ୍ରହଣ କରୁ…

ମେଟ୍ରୋରେ ଯାତ୍ରା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, SRCCର ଶତବାର୍ଷିକୀ ଉତ୍ସବରେ…

ନୂଆଦିଲ୍ଲୀ: ପବିତ୍ର ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା, ଏହି ସ୍ୱତନ୍ତ୍ର…