Latest Odisha News

BREAKING NEWS

ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ଲାଗି ପୁରୀକୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ପୁରୀ ଜିଲ୍ଲାକୁ ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ପକ୍ଷରୁ ପ୍ଲାଷ୍ଟିକ୍ ବଜ୍ୟବସ୍ତୁ ପରିଚାଳନା ଲାଗି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାର ଜଣେ ଅଧିକାରୀ ଗତ ରବିବାର ଦିନ ଦିଲ୍ଲୀ ଠାରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ।…

ଆଗାମୀ ୫ଦିନ ଯାଏଁ ଶୀତରୁ ନାହିଁ ନିସ୍ତାର: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୧୭ ତାରିଖ ଯାଏଁ ଶୀତରୁ ନିସ୍ତାର ମିଳିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀ ମଦନ ମୋହନ ଦାସ…

‘ଛପାକ’ ଫିଲ୍ମରେ ଓଡିଆ ଅଭିନେତାଙ୍କ କମାଲ

ଭୁବନେଶ୍ୱର: ବଲିଉଡ୍ ଜଣାଶୁଣା ଅଭିନେତ୍ରୀ ଦିପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍’ ନିକଟରେ ରିଲିଜ ହୋଇଯାଇଛି । ‘ଛପାକ୍’ ଚଳଚ୍ଚିତ୍ରଟି ଏସିଡ ଆଟାକ୍ ସରଭାଇବର୍ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଏଥିରେ ଏସିଡ୍ ପିଡିତା ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଦୀପିକା ।…

୫ମ ଟାଟା ଷ୍ଟିଲ ସାହିତ୍ୟ ସମ୍ମିଳନୀ ହର୍ଷୋଲ୍ଲାସର ସହ ଉଦଯାପିତ

ଭୁବନେଶ୍ୱର: ରଚନାତ୍ମକ କଳାର ଉତ୍ସବ ପାଳନ କରିବାର ପ୍ରତିଶ୍ରୁତିକୁ ରକ୍ଷା କରି ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମ୍ମେଳନ (ଟିଏସବିଏଲଏମ)ର ୫ମ ସଂସ୍କରଣ ଉଦଯାପିତ ହୋଇଯାଇଛି। ସାହିତ୍ୟ ଠାରୁ ମଞ୍ଚ, ସଙ୍ଗୀତ ଠାରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ- ଟିଏସବିଏଲଏମ ଓଡ଼ିଶା ଓ ବାହାରର ଅନେକ…

‘ମକର ସଂକ୍ରାନ୍ତି’କୁ ଆଉ କେଉଁକେଉଁ ନାମରେ ପାଳିତ କରାଯାଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ସ୍ଥାନରେ ‘ମକର ସଂକ୍ରାନ୍ତି’ ପର୍ବକୁ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି । ଏହାବ୍ୟତିତ ଏହି ପର୍ବକୁ ଭିନ୍ନଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ନାମରେ ପାଳିତ କରାଯାଇଥାଏ । ଉତ୍ତର ଓଡିଶାରେ ଏହାକୁ ଗଣପର୍ବ ଭାବରେ ପାଳନ କରାଯାଇଥାଏ ।…

‘ମକର ସଂକ୍ରାନ୍ତି’କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ପାଳନ ହେଉଥିବା ପ୍ରତ୍ୟେକ ଓଷା ବାର ପଛରେ କୌଣସି ନା କୌଣସି କାରଣ ଲୁଚି ରହିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ମକର ସଂକ୍ରାନ୍ତି ପଛର ପୌରାଣିକ କାରଣ... ସୂର୍ଯ୍ୟ ଧନୁରାଶି ପରିତ୍ୟାଗ କରି ମକର ରାଶିକୁ ଗଲାବେଳେ ଘଟୁଥିବା ସଂକ୍ରମଣକୁ ମକର ସଂକ୍ରାନ୍ତି…

ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳନ ହୁଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ…

ଜାଣନ୍ତୁ, କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି

ଭୁବନେଶ୍ୱର: ଓଡିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ କରାଯାଉଥିବା ବେଳେ ଏହି ‘ମକର ପର୍ବ’ ସେଥିମଧ୍ୟରୁ ଅନ୍ୟତମ । ଯାହାକୁ ପ୍ରତିବର୍ଷ ଜାନୁଆରୀ ମାସରେ ପାଳନ କରାଯାଇଥାଏ । କୁହାଯାଏ, ଏହିଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ…

ମକର ସଂକ୍ରାନ୍ତି ବିଶେଷ ‘ମକର ଚାଉଳ’ର ପ୍ରସ୍ତୁତି ପ୍ରଣାଳୀ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ଦିନ ବନ୍ଧୁତ୍ୱର ସମ୍ପର୍କକୁ ମଜବୁତ୍‍ କରିବା ପାଇଁ ବନ୍ଧୁମାନେ ପରସ୍ପର ହାତରେ ସୂତା ବାନ୍ଧିବା ସହ ପରସ୍ପରକୁ ମକର ଚାଉଳ ଖୁଆଇ ଥାଆନ୍ତି। ଆସନ୍ତୁ ଜାଣିବା ଏହି ମକର ଚାଉଳର ପ୍ରସ୍ତୁତି ପ୍ରଣାଳୀ... ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା…

ଓଡ଼ିଶାରେ କିପରି ପାଳନ କରାଯାଏ ମକର ସଂକ୍ରାନ୍ତି…

ଭୁବନେଶ୍ୱର: ସଂସ୍କୃତିର ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସେଥିରୁ ‘ମକର ସଂକ୍ରାନ୍ତି’ ଅନ୍ୟତମ। ଓଡିଶାର ସବୁଠାରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗୃହର ଦେବାଦେବୀ ଓ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ବିଭିନ୍ନ ମନ୍ଦିରରେ ମକର ଚାଉଳ ପ୍ରଦାନ କରିବା ସହିତ ବିଶେଷ ନୀତି…