ଭାରତ-ଶ୍ରୀଲଙ୍କା ଟି-୨୦: ୧୪୩ ରନର ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଇନ୍ଦୋର: ଇନ୍ଦୋରଠାରେ ଚାଲିଥିବା ୨ୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଦଳ ଭାରତକୁ ଦେଇଛି ୧୪୩ ରନର ବିଜୟ ଲକ୍ଷ୍ୟ ।
ଟସରେ ଜିତି ଭାରତ ଶ୍ରୀଲଙ୍କା ଦଳକୁ ବ୍ୟାଟିଂ କରିବାକୁ ଆହ୍ୱାନ କରିଥିବା ବେଳେ ୯ ୱିକେଟ ହରାଇ ସିଂହଳୀ ଦଳ କରିଥିଲା ମାତ୍ର ୧୪୨ ରନ । ଦଳ ପକ୍ଷରୁ ୱିକେଟ ରକ୍ଷକ ପେରେରା…