ଏଣିକି ଏସ୍ବିଆଇ ଏଟିଏମ୍ କାର୍ଡରେ ବି ପାଇପାରିବେ ଇଏମ୍ଆଇ ସୁବିଧା
ମୁମ୍ବାଇ: ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍ କାର୍ଡ ବା ଡେବିଟ୍ କାର୍ଡରେ ଇଏମ୍ଆଇ ସୁବିଧା ପାଇପାରିବେ।
ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍ କାର୍ଡ ଏସ୍ବିଆଇ ଏକ ସ୍ବତନ୍ତ୍ର ସୁବିଧା…