Latest Odisha News

BREAKING NEWS

କରୋନା କ୍ରିଏଟିଭିଟି : ଭୂମିକା ପ୍ରିୟଦର୍ଶିନୀଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ସୌମ୍ୟାଶ୍ରୀ ଶୁକ୍ଲାଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୩୮୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୮୩୬୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି…

ଚୀନର ମିଛକୁ ପଦାରେ ପକାଇଲେ ଭୂତାଣୁ ବିଶେଷଜ୍ଞ ଲି ମେଙ୍ଗ ୟାନ୍‌, ଭୟରେ ଦେଶ ଛାଡିଲେ

ବେଜିଂ: କରୋନା ଭାଇରସ ନେଇ ଚୀନ ମିଛ କହୁଥିବା ପୁନର୍ବାର ଆଉ ଜଣେ ଭୂତାଣୁ ବିଶେଷଜ୍ଞ ପଦାରେ ପକାଇଛନ୍ତି । ଚୀନରୁ ଲୁଚି ପଳାଇ ଆସିଥିବା ଡାକ୍ତର ଲି ମେଙ୍ଗ ୟାନ କହିଛନ୍ତି, କରୋନା ଭାଇରସ ନେଇ ଚୀନ ଜାଣିଥିଲା । ଏ ନେଇ ଆମ ଟିମ୍ ସତର୍କ କରାଇଥିଲୁ ମାତ୍ର ସେମାନେ ମାନି ନ ଥିଲେ । ହଂକଂରୁ…

ଭୁୁବନେଶ୍ୱର ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ ବାହାରିନ୍‌ରେ ଫସିଥିବା ଓଡ଼ିଆ । ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ ଇଓ୦୯୪୦ ପହଞ୍ଚିବ। ଏମାନଙ୍କ ମଧ୍ୟରେ ଅନେକ ଯାତ୍ରୀ ଶ୍ରମିକ ହୋଇଥିବା ବେଳେ ଲକଡାଉନ୍ କଟକଣା ଯୋଗୁଁ…

କରୋନା ହଟ୍‌ସ୍ପଟ ଜିଲ୍ଲାରେ କଟକଣାକୁ ଫୁ’, ବିରାଟ ଯଜ୍ଞ ସହ କଳସ ଶୋଭାଯାତ୍ରା

ଗଞ୍ଜାମ: ଗଂଜମାରେ କରୋନାରେ ସ୍ଥିତି ସଙ୍ଗୀନ । ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ । ହଟ୍‌ସ୍ପଟ ଜିଲ୍ଲାରେ ପରିଣତ ହୋଇଛି ଗଂଜାମ ଜିଲ୍ଲା । ତେବେ ଏତେ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ ଏଠି ସରକାରୀ କଟକଣାକୁ ଫୁ କରିଦେଇଛନ୍ତି ଲୋକେ ।…

ଟ୍ରାକକୁ ଫେରିବେ ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟ !

କିଙ୍ଗଷ୍ଟନ:ବିଶ୍ୱର ଦ୍ରୁତତମ ଧାବକ ଭାବେ ପରିଗଣିତ ଜାମାଇକାର ଉସେନ ବୋଲ୍ଟ ଟ୍ରାକକୁ ଫେରିବା ପାଇଁ ଯୋଜନା କରୁଛନ୍ତି । ରିପୋର୍ଟ ମୁତାବକ ବୋଲ୍ଟ ତାଙ୍କ ଅବସର ନିଷ୍ପତିକୁ ବଦଳାଇବା ପାଇଁ ଚିନ୍ତା କରୁଛନ୍ତି । ସେ କହିଛନ୍ତି ଯଦି ମୋ କୋଚ ମୋତେ ଟ୍ରାକକୁ ଫେରିବା କଥା କହିବେ ତାହାହେଲେ ମୁଁ…

ହଟସ୍ପଟ ଜିଲ୍ଲାରୁ ଲୋକ ଆସୁଥିବାରୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟାରେ ବଢ଼ି ଚାଲିଛି କରୋନା ମାମଲା । ରାଜଧାନୀ ଭୁବନେଶ୍ୱୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ୍ ଲାଗୁନି । ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱାରେ ପଜିଟିଭଙ୍କ ସଂଖ୍ୟା ବଢୁଛି । ଯାହା ବିଏମ୍‌ସି ପାଇଁ ବଡ ଆହ୍ୱାନ । ଗତ ୧୦ ଦିନରେ…

କରୋନା କ୍ରିଏଟିଭିଟି : ପୂଜିତା ମହାନ୍ତିଙ୍କ ପେଣ୍ଟିଂ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ସୁଶାନ୍ତ ସିଂ ରାଜପୁତ କେସ: ସୁବ୍ରମଣ୍ୟମ ସ୍ୱାମୀ ତିନି ଖାଁଙ୍କୁ ଟାର୍ଗେଟ କଲେ, ବାହୁବଳୀମାନେ ଚୁପ୍ କାହିଁକି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ପ୍ରବେଶ ପରେ ଏହା ବର୍ତମାନ ପୁନର୍ବାର ହଟ୍‌ଟପିକ ପାଲଟିଛି । ସିବିଆଇ ଯାଂଚ ସପକ୍ଷରେ ଯୁକ୍ତ ବାଢ଼ିବା ସହ ସେ ବଲିଉଡର ତିନି ଖାଁ ଅମୀର, ସଲମାନ ଓ ଶାହାରୁଖଙ୍କୁ ଟାର୍ଗେଟ କରିଛନ୍ତି । ଏହି ରାଜ୍ୟସଭା ସାଂସଦ…