Latest Odisha News

BREAKING NEWS

କରୋନା କ୍ରିଏଟିଭିଟି : ଅଭିପ୍ସା ଖାଡେଙ୍ଗାଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ

ପୁରୀ: ଆଜି ଠାରୁ ପୁରୀରେ ଆରମ୍ଭ ହୋଇଛି ସେବାୟତଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ । ୩ଟି ସ୍ଥାନରେ  ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇ,ସ୍କୁଲ, ଆର‌୍ୟୁବୈଦିକ କଲେଜରେ ଏହି ଟେଷ୍ଟ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ  ଦଇତାପତି ଓ ସୁଆର ମହାସୁଆର ସେବାୟତ ମାନଙ୍କ  ପରୀକ୍ଷା…

କରୋନା କ୍ରିଏଟିଭିଟି : ଅନିକେତ ଲେଙ୍କାଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ଖୁବ୍‌ଶୀଘ୍ର ସିବିଆଇ ତଦନ୍ତ ହୋଇପାରେ । ସୁବ୍ରମଣ୍ୟମ ସ୍ୱାମି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କରିଛନ୍ତି । ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ…

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ରହିଛି ୧୧ଟି ଘର ଓ ୧୬ଟି ଫ୍ଲାଟ !

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏନ୍‌କାଉଂଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତି ତାଲିକା । ବିକାଶ ଦୁବେ ନାଁରେ ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁବେର ସହଯୋଗୀମାନେ ୟୁଏଇ ଓ ଥାଇଲ୍ୟାଣ୍ଡରେ ଏକାଧିକ ଘର କିଣିଛନ୍ତି। ତା’…

ଢ଼େଙ୍କାନାଳକୁ ୮ ଜିଲ୍ଳାର ଲୋକଙ୍କ ପ୍ରବେଶ ମନା

ଢ଼େଙ୍କାନାଳ: କରୋନା ପାଇଁ ଚାରିଆଡେ ବଢ଼ୁଛି କଟକଣା । ଢ଼େଙ୍କାନାଳ ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୮ ଜିଲ୍ଲାର ଲୋକଙ୍କ ପ୍ରବେଶ ବ୍ୟାନ୍ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ, ଅନୁଗୁଳ ଆଦି ଜିଲ୍ଲାର ଲୋକଙ୍କୁ ଢ଼େଙ୍କାନାଳ ଆସିବାକୁ…

ମହାନଦୀ ଜଳ ବିବାଦ ମାମଲା, ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଭିଡିଓ କନଫରେନ୍ସିଂରେ ଶୁଣାଣି କରିଛନ୍ତି । ମହାନଦୀ ସହିତ ଜଡିତ ମୁଖ୍ୟ…

ରହୁନି ତାଳମେଳ, ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ । ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତା ବଢୁଛି । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତାଲିକାରେ ଖୋର୍ଦ୍ଧାରୁ ଆଜି…

ବିଶ୍ୱ ଜନସଂଖ୍ୟା ଦିବସ: ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷ୍ୟ

ଭୁବନେଶ୍ୱର: ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ଏହା ପ୍ରଥମେ ୧୯୮୯ ମସିହାରୁ ଆରମ୍ଭ ହୋଇଥିଲା। ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ସାଧାରଣ ସଭା ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରିବାକୁ…

ଦାବି ମୁତାବକ ଜଳ ମଳିବା ଜରୁରୀ: ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଛତିଶଗଡରୁ ବାହାରିଛି ସତ ହେଲେ ଏହାର ଅଧିକାଂଶ ଭାଗ ଓଡିଶାରେ ପ୍ରବାହିତ ହେଉଛି । ତେଣୁ ନ୍ୟାର୍ଯ୍ୟ ଦାବି ମୁତାବକ ଓଡିଶାକୁ ମହାନଦୀ ପାଣି ମଳିବା ଆବଶ୍ୟକ ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମୌସୁମୀ ସମୟରେ ପାଣି ପାଇଁ କୌଣସି ଅସୁବିଧା ହେଉନାହିଁ,…