ବିବାହିତ ଝିଅକୁ ସୁରକ୍ଷା ଦେବାକୁ ଯାଇ ଗଲା ବାପାର ପ୍ରାଣ
ବରୀ ଥାନା ଅନ୍ୟାସୀପୁର ଗ୍ରାମରେ ଭଲପାଇ ବିବାହ କରିଥିବା ଝିଅକୁ ସୁରକ୍ଷା ଦେବାକୁ ଯାଇଥିବା ଝିଅର ଶ୍ବଶୁର ଘର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଝିଅର ବାପା ମୃତବରଣ କରିତଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ବରୀ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…