Latest Odisha News

BREAKING NEWS

ମାଓ ପ୍ରଭାବିତ ଏସଆରଇ ଜିଲ୍ଲା ତାଲିକାରୁ ରାଜ୍ୟର ୫ ଜିଲ୍ଲା ବାଦ

ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓବାଦୀଙ୍କ ଗତିବିଧି । ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ପ୍ରଭାବିତ ଏସଆରଇ ଜିଲ୍ଲା ତାଲିକାରୁ ପାଞ୍ଚଟି ଜିଲ୍ଲାକୁ ବାଦ ଦେଇଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ୱଲପୁର, ଦେବଗଡ଼ ଓ ନୟାଗଡ଼ । ଟ୍ୱିଟ୍ କରି ଏହି ସୂଚନା…

କରୋନା ତାଣ୍ଡବ: ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ ହଜାରରୁ ଅଧିକ ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୨୧,୬୦୪

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୬,୫୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨…

ଆଜି ବାହାରିବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ । ଅପରାହ୍ଣ ୩ଟାରେ ରେଜଲ୍ଟ ବାହାରିବ । ବୋର୍ଡର ଓ୍ୱେବସାଇଟ୍, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ଜାଣି ପାରିବେ । ପରୀକ୍ଷାର୍ଥୀ କାଉନସିଲର www.cisce.org,…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ ତା ୧୦-୭-୨୦୨୦ ଗୁରୁବାର ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୦ ରିଖ ଶୁକ୍ରବାର ମିଥୁନ ୨୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ପାରିବାରିକ କଳହର କରୁଣ ପରିଣତ: ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ନିଜକୁ ଛୁରୀ ଭୁସିଲା ସ୍ୱାମୀ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଢେଇଟିକର ଗାଁରେ ଅଭାବନୀୟ କାଣ୍ଡ । ପାରିବାରିକ କଲହର କାରଣରୁ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ନିଜ ପେଟରେ ଛୁରୀ ଭୁସିଛି ସ୍ୱାମୀ । ଫଳରେ ଉଭୟେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ…

ପୋଲିସ ଗୁଳିରେ ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଉତ୍ତରପ୍ରଦେଶର କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ନିହତ । ମିଳିଥିବା ସୂଚନା ଅନୁସାରେ, ବିକାଶକୁ ସ୍ପେସିଆଲ ଟାସ୍କ ଫୋର୍ସଙ୍କ ସହ ମଧ୍ୟପ୍ରଦେଶରୁ କାନପୁର ଅଣାଯିବା…

ଚାଇନିଜ୍ ଆପ୍ସରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ମିଳିବ ଦେଶୀ ଆପ୍ସରେ ଚାକିରୀ

ନୂଆଦିଲ୍ଲୀ: ବିଭିନ୍ନ ଚାଇନିଜ୍ ଆପ୍ସରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର | ଦେଶୀ ଆପ୍ସରେ ଚାକିରୀ ପାଇଁ ବହୁତ ସଂଖ୍ୟାରେ କର୍ମଚାରୀ ଆବଶ୍ୟକ ହେବ | ଏହି ଦେଶୀ ଆପ୍ସ ଗୁଡିକ ସେହି କର୍ମଚାରୀଙ୍କ ଉପରେ ଫୋକସ କରୁଛି ଯେଉଁମାନଙ୍କର ଚାଇନିଜ୍ ଆପ୍ସରେ କାମକରିବାର ଭଲ ଅନୁଭବ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନା ନେଗେଟିଭ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । କିଛି ଦିନ ତଳେ ବିଜେପି ବିଧାୟକ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କ ସହ ପ୍ରତାପ ସାକ୍ଷାତ କରିଥିବାରୁ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ସଂଘରୋଧରେ ରଖିଥିବା ପ୍ରକାଶ…

ଭାରତରେ ବଡ଼ ନିବେଶ କରିବା ସହିତ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ଜୁମ ଆପ

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ କନଫରେନ୍ସିଂ ଆପ୍ ଜୁମ୍ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଏକ ମହତ୍ୱପୂର୍ଣ୍ଣ ବିନିଯୋଗ ଏବଂ ନିଯୁକ୍ତି କରିବାକୁ ଯୋଜନା କରୁଛି ବୋଲି କମ୍ପାନୀର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି। ଜୁମ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଲିୟନାରି…

ଆଜି ଭାରତ-ଚୀନ୍ କୁଟନୈତିକ ଆଲୋଚନା

ଏଲଏସିରୁ ଚୀନ୍ ସେନା ପଛଘୁଞ୍ଚା ଦେଇଛି । ଆଜି ଭାରତ-ଚୀନ ମଧ୍ୟରେ ପ୍ରଥମ କୁଟନୈତିକ ଆଲୋଚନା ହେବ । କୁହାଯାଉଛି ବିବାଦୀୟ ସ୍ଥାନରୁ ସେନା ଅପସାରଣ, ସୀମାରେ ଶାନ୍ତି ବଜାୟ ରଖିବା ଓ ଆଗକୁ ଗଲଓ୍ୱାନ ସଂଘର୍ଷ ଭଳି ଘଟଣା ଯେଭଳି ନଘଟିବ ସେଦିଗରେ ଆଲୋଚନା ହୋଇପାରେ । ଜାତୀୟ ସୁରକ୍ଷା…