ସୁଶାନ୍ତଙ୍କ ଅଭିନୀତ ‘ଦିଲ୍ ବେଚାରା’ର ଟାଇଟଲ ଟ୍ରାକ୍ ରିଲିଜ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପକମିଂ ଫିଲ୍ମ ଦିଲ୍ ବେଚାରାର ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଯାଇଛି । ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଓ ଅନ୍ଦାଜ ଫ୍ୟାନମାନଙ୍କ ହୃଦୟ ଜିଣୁଥିବା ଦେଖାଯାଉଛି।
https://youtu.be/PMCu0JtizCk
ଭିଡିଓରେ ସୁଶାନ୍ତ ଷ୍ଟାଇଲିସ୍…