Latest Odisha News

BREAKING NEWS

ବିଜେପି କେନ୍ଦ୍ରୀୟ ଟିମରେ ୪ ଓଡିଆ

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟିମ୍‌ରେ ଆଜି କେନ୍ଦ୍ରୀୟ ଟିମର ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ।

ତେବେ ଏହି ଟିମରେ ସ୍ଥାନ ପାଇଛନ୍ତି ୪ ଜଣ ଓଡିଆ । ବୈଜୟନ୍ତ ପଣ୍ଡା ପୂର୍ବଭଳି ଏଥର ବି ରଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିବା ବେଳେ ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ମୋଟ ୨୩ ଜଣ ମୁଖପାତ୍ରଙ୍କ ମଧ୍ୟରେ ଅଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ ଓ ସମ୍ବିତ ପାତ୍ର ।
ନୂଆ ଟିମରେ ଚଳିତ ବର୍ଷ ମୋଟ ୧୨ ଜଣ ଉପସଭାପତି ଓ ୮ ଜଣ ସାଧାରଣ ସମ୍ପାଦକଙ୍କୁ ଚୟନ କରାଯାଇଛି ।

ନୂଆ ଟିମରେ ସାମିଲ ସଦସ୍ୟଙ୍କ ତାଲିକା-

Leave A Reply

Your email address will not be published.