Latest Odisha News

BREAKING NEWS

ବାରବାଟି ଦିନିକିଆ ମ୍ୟାଚ୍: କାଉଣ୍ଟରରେ ଆରମ୍ଭ ହେଲା ଟିକେଟ ବିକ୍ରି

କଟକ/ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ଅବସରରେ ଷ୍ଟାଡିୟମ୍ କାଉଣ୍ଟରରେ ଅଫଲାଇନ ଟିକେଟ ବିକ୍ରି ଗୁରୁବାର ଆରମ୍ଭ ହୋଇଛି । ଷ୍ଟାଡିୟମ୍…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି; ଦାରିଙ୍ଗବାଡିରେ ପାରଦ ୯.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ପୁଣିଥରେ ଶୀତର ପ୍ରକୋପରେ ଥରିଛନ୍ତି ଓଡିଶାବାସୀ । ଯାହାଫଳରେ ଭୁବନେଶ୍ୱରରେ ତାପମାତ୍ରା ୧୪.୮ ଡିଗ୍ରୀ ରହିଥିଲାବେଳେ କଟକରେ ତାପମାତ୍ରା ୧୨.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା…

ଏମସିଏଲର ନିର୍ଦ୍ଦେଶକ ହେଲେ କେଶବ ରାଓ

ସମ୍ବଲପୁର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ନିର୍ଦ୍ଦେଶକ (ପର୍ସନାଲ୍) ରୂପେ କେଶବ ରାଓ ବୁଧବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ବିଏସଏନଲର ଜଣେ ପୂର୍ବତନ ମହାପ୍ରବନ୍ଧକ ହୋଇଥିବା ବେଳେ ଶ୍ରୀ ରାଓ ଆଇଆଇଟି-ବମ୍ବେରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବିଟେକ୍ ଓ…

ଡିସେମ୍ବର ୨୨ରେ ହେବ ‘ବିଜେବି ଫ୍ରେଣ୍ଡସ୍ ଆଲୁମୁନି ମିଟ୍’

ଭୁବନେଶ୍ୱର: ବିଜେବି କଲେଜର ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ସଂଗଠନ ବିଜେବି ଫ୍ରେଣ୍ଡସ୍ ଡିସେମ୍ବର ୨୨ତାରିଖରେ କ୍ୟାମ୍ପସରେ ବାର୍ଷିକ ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା କୃଷି ଓ କୃଷକ ସଶକ୍ତିକରଣ ସତ୍ସ୍ୟ ଏବଂ ପଶୁ…

କିମ୍ବଦନ୍ତୀରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ - ଯେଉଁ ନାମଟିକୁ ଉଚ୍ଚାରଣ କଲେ ହିଁ ପ୍ରତ୍ୟେକ ପ୍ରାଣ ସ୍ପନ୍ଦନ ସ୍ୱତଃ ଉଦ୍ବେଳିତ ହୋଇଉଠେ । ଜୟ ଜଗନ୍ନାଥ - ଏହି ନାମଟିକୁ ମନନ କରିବା ମାତ୍ରେ ହିଁ ଭକ୍ତର ହୃଦୟ ତନ୍ତ୍ରୀ ଅପୂର୍ବ ଭକ୍ତି ଭାବନାରେ ମନ୍ତ୍ରମୁଗ୍ଧ ହୋଇଉଠେ । ସେହି ଦାରୁବ୍ରହ୍ମ ରୂପୀ ନିଳାଚଳ ନିବାସୀ ମହାପ୍ରଭୁ…

୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳି ନୂଆ ରେକର୍ଡ଼ କଲେ କପ୍ତାନ କୋହଲୀ !

ବିଶାଖାପାଟଣା: ବିରାଟ କୋହଲି ୪୦୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଅବସରରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ମ୍ୟାଚ ବିଶାଖପଟମନରେ ଖେଳାଯାଉଛି । କୋହଲି ୮ମ ଭାରତୀୟ ଏବଂ ବିଶ୍ୱରେ ୩୩ତମ ଖେଳାଳି ଭାବେ ୪୦୦…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପାସହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ୍: ଅନେକ ବାକବିତର୍କ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1207480278697926657?s=19…

ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ଓବିସିଙ୍କୁ ମିଳିବ ସଂରକ୍ଷଣ !

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରବେଶ ଲାଗି ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗଣମାଧ୍ୟମ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଏନେଇ ଏକ ପ୍ରସ୍ତାବକୁ କେନ୍ଦ୍ରର…

ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା: ସେହ୍ୱାଗ-ଗାଙ୍ଗୁଲିଙ୍କ କେଉଁ ରେକର୍ଡ଼ର ସମକକ୍ଷ ହେଲେ ଜାଣନ୍ତୁ…

ବିଶାଖାପାଟଣା: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରର ୨୮ତମ ଶତକ ହାସଲ କରିଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ଓ ଓଭରାଲ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ଦକ୍ଷିଣ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

ବାରିପଦା: ବାରିପଦାର ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଉଭୟ ଘର ଓ କାର୍ଯ୍ୟାଳୟରେ ଚଢାଉ…