ଆପଣାନ୍ତୁ ଏହି ଉପାୟ, ନିଶ୍ଚୟ ଦୂର ହେବ ପିଠି ଯନ୍ତ୍ରଣା !
ଭୁବନେଶ୍ୱର: ଅଧିକ ସମୟ ଧରି ବସି ରହିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁଁ ଅନେକ ଲୋକ ପିଠି ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ।
ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ…