Latest Odisha News

BREAKING NEWS

ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ପରମ୍ପରା ଅନୁଯାୟୀ ଆଜି ତ୍ରୟୋଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଧରପଣା ନୀତି । ରଥ ଉପରେ ତିନି ଠାକୁରଙ୍କ ଏହି ନୀତି ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଏହି…

ପରଲୋକରେ ବଲିଉଡର ମାଷ୍ଟର ଜୀ ସରୋଜ ଖାନ

ମୁମ୍ବାଇ : ବଲିଉଡକୁ ଆଉ ଏକ ଧକ୍କା । ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ଗତ ରାତିରେ ଦେହାନ୍ତ ହୋଇଛି । ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସରେ ହୋଇଥିଲା । ସମସ୍ତଙ୍କ ପ୍ରିୟ…

କରୋନା କ୍ରିଏଟିଭିଟି : ମୌନିକା ପୁପ୍ପାଲାଙ୍କ ନୃତ୍ୟ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କାଳିଆ ପରେ ‘ବଳରାମ’ ଯୋଜନା

ଭୁବନେଶ୍ୱର: ଚାଷୀଙ୍କ ପାଇଁ କାଳିଆ ପରେ ଆସିଲା ନୂଆ ଯୋଜନା 'ବଳରାମ' । ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଏଥିରେ ରାଜ୍ୟର ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ସରକାର ଯୋଗାଇ ଦେବେ କୃଷି ଋଣ । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୩-୭-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ  ତା ୩ ରିଖ ଶୁକ୍ରବାର ମିଥୁନ ୧୯ ଦିନ  ଆଷାଢ ମାସ ଶୁକ୍ଳ ପକ୍ଷ  ତ୍ରୟୋଦଶୀ ତିଥି  ଜ୍ଯେଷ୍ଠା   ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର :- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:- ସିଂହ…

ଜୁଲାଇ ୬ରୁ ପର୍ଯ୍ୟଟନ ସ୍ଥଳୀରୁ ଖୋଲିପାରେ ତାଲା

ନୂଆଦିଲ୍ଲୀ: ଟ୍ରାକକୁ ଫେରିବ ଦେଶରେ ପର୍ଯ୍ୟଟନ ଶିଳ୍ପ । କରୋନା ଭାଇରସ୍ ଯୋଗୁ ବନ୍ଦ ଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଥରେ ଚଳଚଞ୍ଚଳ ହେବ । ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ…

PoKରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ସ୍ପେଶାଲ୍ ଫୋର୍ସ LACରେ ମୁତୟନ

ଜମ୍ମୁ କଶ୍ମୀର: ସୀମାରେ ଚକମା ଖାଇବ ଚୀନ୍ । ବିଶୃଙ୍ଖଳିତ ଡ୍ରାଗନକୁ ସାବାଡ କରିବାକୁ ଭାରତ କରୁଛି ରଣନୀତି । ଗଲଓ୍ୱାଟ ଘାଟି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଚୀନକୁ କଡ଼ା ଜବାବ ଦେବା ପାଇଁ କେନ୍ଦ୍ର ସରକାର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି । ଏବେ ଲଦାଖରେ ମୁତୟନ…

ଶୂନ୍ୟ ସହୋଦର

ଶୂନ୍ୟ ସହୋଦର ତାରକ ମହାନ୍ତି ହଜାର ହଜାର ବର୍ଷର ଗୋଟେ ଦୃଢ଼ ବିଶ୍ୱାସ କ'ଣ ଭାଙ୍ଗିପାରେ! ପରମ୍ପରାର ପ୍ରାଚୀରକୁ ଭାଙ୍ଗି ନୂଆ ଇତିହାସ ଲେଖିବା କ'ଣ ସହଜ ଯାହା ଲେଖି ହୋଇଯାଇଛି ରକ୍ତରେ ଭବିଷ୍ୟତର ଧମନୀ ଭିତରେ ସୂର୍ଯ୍ୟ,ଚନ୍ଦ୍ର ଓ କାଳର ଗତି ଅନୁସାରେ। ଦୁର୍ବୋଧ୍ୟ ହେଲେ ବି…

ବେଆଇନ୍ ମଦ ବିକ୍ରି ବେଳେ ଚଢାଉ, ୨ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶ ମଦ ବିକ୍ରି ବେଳେ ସ୍ପେଶାଲ୍ ସ୍କ୍ୱାଡର ଚଢ଼ାଉ । ବାଲିଅନ୍ତା ଥାନା ଅନ୍ତର୍ଗତ ତଳଗଡ଼ରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଖାନନଗର ଅଞ୍ଚଳର ଅରୁଣ ପ୍ରଧାନ ଓ ତଳଗଡ଼ର ସଞ୍ଜୟ ଭୋଇ । ଚଢ଼ାଉ ବେଳେ ପୋଲିସ ବିଭିନ୍ନ ବ୍ରାଣ୍ଡର ୨୧୨ ବୋତଲ ବିଦେଶୀ ମଦ…

କଟକ କ୍ୟାନସର ହସ୍ପିଟାଲରେ ଆଉ ୫୫ କରୋନା ପଜିଟିଭ୍

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଆଉ ୫୫ କରୋନା ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ଏତେ ସଂଖ୍ୟକ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଜଣେ ନର୍ସ, ୧୮ ଜଣ ରୋଗୀ ଓ ରୋଗୀଙ୍କ ୩୬ ଜଣ ସମ୍ପର୍କୀୟ । ସମସ୍ତଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । କଟକ ଜିଲ୍ଲା…