ଏସିଆ ରଗ୍ବି ଅନଷ୍ଟପେବଲ୍ ଅଭିଯାନ’ରେ ଭାରତର ପ୍ରତିନିଧିତ୍ଵ କରିବେ ଓଡ଼ିଆ ଝିଅ ସୁମିତ୍ରା
ଭୁବନେଶ୍ୱର: ଏସିଆ ରଗ୍ବି ଅନଷ୍ଟପେବଲ୍’ ଅଭିଯାନରେ ଦେଶର ତିନି ଜଣ ମହିଳା ରଗ୍ବି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ। ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶା ଝିଅ ସୁମିତ୍ରା ନାୟକ। ଅନ୍ୟ ଦୁଇ ଜଣ ହେଉଛନ୍ତି ବାହାଭିଜ୍ ବରୁଚା ଓ ସଂଧ୍ୟା ରାଏ।
ଏସିଆ ରଗ୍ବି ଅନଷ୍ଟପେବଲ୍ ଅଭିଯାନ ପାଇଁ…