Latest Odisha News

BREAKING NEWS

ଠାବ ହେଲା ଲ୍ୟାଣ୍ଡର ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ନାସାର ଅର୍ବିଟର ସାଟେଲାଇଟ୍ ଠାବ କରିପାରିଛି । ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଫଟୋ ଚିତ୍ର ସେୟାର କରିଛି ।…

ଗଣତନ୍ତ୍ରର ତ୍ରାଣକର୍ତ୍ତା ହୋଟେଲ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ମହାରାଷ୍ଟ୍ରରେ ରାତାରାତି ରାଷ୍ଟ୍ରପତି ଶାସନ ହଟାଯାଇ ସକାଳ ସାତଟା ବେଳକୁ ବିଜେପିର ଦେବେନ୍ଦ୍ର ଫଡ଼୍ନାଭିସ୍ ମୂଖ୍ୟମନ୍ତ୍ରୀ ଭାବେ ଓ ଏନ.ସି.ପି.ର ଅଜିତ୍ ପାୱାର ଉପ ମୂଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ହଇଚଇ ଖେଳିଗଲା ସାରା…

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’; ଜାଣନ୍ତୁ କେବେଠୁ ହେଉଛି ପାଳିତ

ଭୁବନେଶ୍ୱର: ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୦୩ ରିଖ ମଙ୍ଗଳବାର ବିଛା ୧୭ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ପୁରୀରେ ମହିଳାଙ୍କୁ ଗଣଦୁଷ୍କର୍ମ; ଅଭିଯୁକ୍ତ ପୋଲିସ କନେଷ୍ଟବଳ ଅଟକ !

ପୁରୀ: ସରକାରୀ କ୍ୱାର୍ଟରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ସୋମବାର ସନ୍ଧ୍ୟାରେ ଥାନାରେ ଅଟକ ରଖିଛି । ଗଣମାଧ୍ୟମକୁ ସୂଚନାଦେଇ Woman allegedly raped by two men, including policeman, inside police quarter in Odisha's…

ଲୋକସଭାରେ ପାସ ହେଲା କମ୍ପାନୀ କର ସଂଶୋଧନ ବିଲ; ଅର୍ଥମନ୍ତ୍ରୀ କହିଲେ ଏହାର ଫାଇଦା ସମସ୍ତଙ୍କୁ ମିଳିବ

ଭୁବନେଶ୍ୱର : ଲୋକସଭାରେ କମ୍ପାନୀ କର ସଂଶୋଧନ ବିଲ ୨୦୧୯ ପାସ ହୋଇଯାଇଛି | ଏହା ଦ୍ୱାରା କର୍ପୋରେଟ କରରେ ସରକାରଙ୍କ ରହିଯାଇଥିବ ଗ୍ୟାପକୁ ଅତିକ୍ରମ କରିବ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଏହି କର ହ୍ରାସ ସବୁ କମ୍ପାନୀ ଙ୍କୁ ଫାଇଦା ଦେବ ଯେଉଁମାନେ ନିୟମ ଅନୁସାରେ ପଞ୍ଜୀକୃତ…

ରାଜ୍ୟସଭାରେ ପୋଲାଭରମ୍ ପ୍ରସଙ୍ଗ ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୋମବାର ଦିନ ରାଜ୍ୟସଭାରେ ଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପକୁ ନେଇ ପ୍ରସଙ୍ଗ ଉତଥାପନ କରିଛନ୍ତି । ଶ୍ରୀ ପାତ୍ର ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବା ସହିତ ଏନେଇ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । My…

ଉତ୍କଳ ବିଶ୍ୱବିଦ୍ୟାଳୟ ‘ପ୍ଲାଟିନମ୍ ଜୁବିଲି’ରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ‘ପ୍ଲାଟିନମ୍ ଜୁବିଲି’ରେ ଯୋଗଦେବେ । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଇଜଚାର୍ଜ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ସତ୍ୟଜିତ ମହାନ୍ତି କହିଛନ୍ତି…

ଭୁବନେଶ୍ୱରରେ ‘ଡ୍ରାଇଭିଂ ଲର୍ଣ୍ଣର୍ ଲାଇସେନ୍ସ’ ଅନଲାଇନରେ ପାଇପାରିବେ…

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ ପ୍ରଣୟନ ହେବାପରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ପ୍ରବଳ ଜନଗହଳି ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆରଟିଓ-୧ ସୋମବାର ଦିନ ଏନେଇ ସମସ୍ତ ଦରଖାସ୍ତ ଗୁଡ଼ିକ ଅନଲାଇନ ମାଧ୍ୟମରେ ଯୋଗାଇଦେବାକୁ ଘୋଷଣା…

ପ୍ରତିଷ୍ଠା ଦିନରୁ କୋଣାର୍କର ଏହି ତନ୍ତ୍ରପୀଠରେ ଲିଭିନାହିଁ ଅଗ୍ନିକୁଣ୍ଡ !

ଭୁବନେଶ୍ୱର: ଆପଣ ଅନେକ ଥର କୋଣାର୍କ ବୁଲି ଯାଇଥିବେ ଏବଂ ସୂର୍ଯ୍ୟମନ୍ଦିର ତଥା ଏହାର ଆଖପାଖ ସ୍ଥାନ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଆଉ ରାମଚଣ୍ଡୀ ନିହାତି ଯାଇଥିବେ । କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ।…