Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୫ ରିଖ ଶୁକ୍ରବାର ତୁଳା ୨୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଭୋଗ…

ଶୁକ୍ରବାର ଦିନ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତଥା ନଭେମ୍ବର ୧୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ଜାଣନ୍ତୁ, ଭୁବନେଶ୍ୱର ଓ କଟକର କେଉଁସବୁ ସ୍ଥାନରେ ଶୁକ୍ରବାର ଦିନ ବନ୍ଦ ରହିବ ବିଦ୍ୟୁତ୍ ସେବା ଭୁବନେଶ୍ୱର: ରାମ…

ସାବରିମାଳା ମନ୍ଦିର ପ୍ରସଙ୍ଗ: ବୃହତ୍ତର ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେରଳର ସାବରିମାଳା ମନ୍ଦିର ମାମଲାରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପୁନର୍ବିଚାର ଯାଚିକା ଏକ ବୃହତ୍ତର ଖଣ୍ଡପୀଠ ଦ୍ୱାରା କରାଇବାକୁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ…

ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ଏକ କିଲୋଗ୍ରାମରୁ ଅଧିକ ସୁନା !

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବାର ଦିନ ସୀମା ଶୁଳ୍କ ବିଭାଗ ପକ୍ଷରୁ ପ୍ରାୟ ୧.୩ କିଲୋଗ୍ରାମ ସୁନା ଜବତ ହୋଇଛି । ଏହି ସୁନା ଏହି ବିମାନ ବନ୍ଦରରୁ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ସୀମା ଶୁଳ୍ପ ବିଭାଗର କର୍ତ୍ତୃପକ୍ଷ ଏହାକୁ ଜବତ…

ଅଲିଭ୍‌ ରିଡ଼ଲେ କଇଁଛ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି

ଭୁବନେଶ୍ୱର: ଓଡିଶା ଉପକୂଳରେ ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ ସମୟରେ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସବିଶେଷ ଆଲୋଚନା ହୋଇଛି । ଅଲିଭ୍‌ ରିଡ଼ଲେଙ୍କ…

‘ରାଫେଲ ରିଭ୍ୟୁ ପିଟିସନ’କୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫ୍ରାନ୍ସର ଡସଲ୍ଟ ଏଭିଏସନ୍ଠଠାରୁ ରାଫେଲ୍‌ ଲଢୁଆ ବିମାନ କ୍ରୟ ବାବଦରେ ଏନ୍‌ଡିଏ ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ଦେଇଥିବା କ୍ଲିନ୍‌ ଚିଟ୍‌ର ପୁନଃ ସମୀକ୍ଷା ପାଇଁ ଦାଏର କରାଯାଇଥିବା ପିଟିସନ୍‌ଗୁଡ଼ିକୁ ଗୁରୁବରଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ମେ ୧୦ ତାରିଖ ଦିନ…

ଚଳିତ ବର୍ଷ ଶେଷସୁଦ୍ଧା ସମାପ୍ତ ହେବ ନୌପଡା-ଗୁଣୁପୁର ରେଳବାଇ ବୈଦ୍ୟୁତିକରଣ କାର୍ଯ୍ୟ

ଭୁବନେଶ୍ବର:  ବିଜୟନଗରମ-ଟିଟିଲାଗଡ଼-ରାଇପୁର ରେଳ ଲାଇନର ୫୬ କିମି ଲମ୍ବା ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନରେ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ୯୦କିମି ଲମ୍ବା ନୌପଡା-ଗୁଣୁପୁର ରେଳ ସେକ୍ସନରେ  ବୈଦ୍ୟୁତିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ। ଏଥିପାଇଁ ଯୁଦ୍ଧକାଳୀନ…

ହଜି ହଜି ଯାଉଥିବା ଓଡିଆ ଗାଁ’ର ଜୀବନ ଓ ସୃଜନ…

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ: ହଜି ହଜି ଯାଉଥିବା ଓଡିଆ ଗାଁ'ର ଜୀବନ ଓ ସୃଜନ କେଦାର ମିଶ୍ର ସଂଜ ବୁଡ଼ିଲା ବେଳକୁ ଗହ ଗହ ଗାଁ ଦାଣ୍ଡ । ପୋଲାଙ୍ଗ ତେଲରେ ଦିକଦିକ ହୋଇ ଜଳୁଥିବା ଦୀପର ଆଲୁଅ ଓ ସେଇ ରହସ୍ୟଘେରା ପ୍ରକାଶରେ କେଇପଦ ଲଳିତ ଭାଗବତ । ଆଜି ମନେପକେଇଲେ ବି ଲାଗୁଛି…

ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଆଜିର ସମାଜକୁ ମୋବାଇଲ ଯେପରି ତାସହ ଏକ ଅଦୃଶ୍ୟ ଫାଶରେ ବାନ୍ଧି ରଖିଛି । ଏହାର ବ୍ୟବହାର ଜୀବନକୁ ଯେତିକି ସରଳ କରୁଛି ସ୍ୱାସ୍ଥ୍ୟ ପାଇଁ ସେତିକି ହାନି କାରକ ସାବ୍ୟସ୍ତ ହେଉଛି । ଏକ ସର୍ଭେରୁ ଜଣାପଡିଛି କି ବଡ ସହରଗୁଡିକର ଅଧିକାଂଶ ଲୋକ (ପାଖାପାଖି ୨ ଭାଗରୁ ୩ ଭାଗ)…