ସରକାରୀ ଜମି ହଡ଼ପ ଅଭିଯୋଗ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି: ପୂର୍ବତନ ମନ୍ତ୍ରୀ
ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଜେପି ପକ୍ଷରୁ ହୋଇଥିବା ଜମି ହଡ଼ପ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
“ଗତକାଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ମୁଁ ୧୦୦ କୋଟି ଟଙ୍କାର ସରକାରୀ ଜମି ହଡ଼ପ କରିଛି ବୋଲି ଅଭିଯୋଗ କରିଛି । ମୁଁ ୭ ଥର ଲାଗି…