Latest Odisha News

BREAKING NEWS

ଆଜ୍ଞାମାଳ ନେବା ବେଳେ ରଥଯାତ୍ରା ହେବ ବୋଲି ବିଶ୍ୱାସ ଥିଲା: ପୂଜାପଣ୍ଡା ସାମନ୍ତ ଗଣେଷ

ପୁରୀ: ରଥଯାତ୍ରା ହେବା ନେଇ ସମସ୍ତେ ସନ୍ଦେହରେ ଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୂ ପୁନର୍ବାର ତାଙ୍କ ଆଲୌକିକ କରାମତି ଦେଖାଇଲେ । ସବୁ କିଛି ଏପଟ ସେପଟ ହୋଇଗଲା । ପ୍ରବଳ ଖରାରେ ସେବକମାନେ ଯେଉଁଭଳି ଭାବେ ରଥକୁ ଭିଡି ନେଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ୍ ହେବ । ଆମେ ପୂଜାପଣ୍ଡା ସାମନ୍ତ…

ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆରେ ରଥରେ ପୂଜା ପାଇଲେ ଶ୍ରୀଜଗନ୍ନାଥ

ଭୁବନେଶ୍ୱର: ଆଜି ପାଳିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଗୁଣ୍ଡିଚା ଯାତ୍ରା କରିଛନ୍ତି । ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଦଧିମାଛ ଗାଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା…

ସେବାୟତ କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ପୁରୀ: ପୁରୀରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବାୟତ ରହୁଥିବା ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, ପୁରୀ ପୌରପାଳିକା ଅନ୍ତର୍ଗତ ସୁଆର…

ପାକିସ୍ତାନର ଆଉ ୭ କ୍ରିକେଟ ଖେଳାଳି କରୋନା ପଜିଟିଭ

ଲାହୋର: ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ କ୍ରିକେଟ ଟିମର ଆଉ ୭ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ୨୪ ଘଂଟା ମଧ୍ୟରେ ୧୦ ଖେଳାଳି କରୋନା ସଂକ୍ରିମିତ ହେବା ପରେ ଏହି ଗସ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମଙ୍ଗଳବାର ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ଫଖର ଖାଁ, ଇମ୍ରାନ…

କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ କରୋନା ଔଷଧ ତିଆରି କରିଥିବା ନେଇ ଦାବି କରିଛି । ଏହାପରେ କେନ୍ଦ୍ର ସରକାର ପଜଞ୍ଜଳି ସଂସ୍ଥାକୁ ଔଷଧର ସବିଶେଷ ତଥ୍ୟ ମାଗିବା ସହ ବିଜ୍ଞାପନ କବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ…

ଚୀନ ବିପକ୍ଷରେ କଡା ପଦକ୍ଷେପ ନେଲା ଜାପାନ: ସୀମାରେ ବାଲିଷ୍ଟିକ୍ ମିସାଇଲ ମୁତୟନ

ଟୋକିଓ: ଭାରତର ଲଦାଖରେ ଚୀନ୍ ଯେପରି ଅକସ୍ମାତ୍ ଭାବେ ସୀମା ବିବାଦ ସୃଷ୍ଟି କରିଛି, ତାହା ଏବେ ଅନ୍ୟ ଦେଶମାନଙ୍କୁ ସତର୍କ କରିଦେଇଛି । ତେଣୁ ସେମାନେ ବି ଚୀନ୍‌ର ଏଭଳି ଆଭିମୁଖ୍ୟର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଜାପାନ ଏବେ ଚୀନ୍‌କୁ ଲକ୍ଷ୍ୟ କରି ନିଜ…

ଆଜି ସନ୍ଧ୍ୟା ୭ରୁ ପୁରୀରେ କୋହଳ ହେଲା କର୍ଫ୍ୟୁ

ପୁରୀ: ରଥଟାଣା ପରେ ପୁରୀରେ କୋହଳ ହୋଇଛି କର୍ଫ୍ୟୁ । ସନ୍ଧ୍ୟା ୭ଟାରେ ପରେ କଟକଣା ହଟିଛି । ତେବେ ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ…

ମ୍ୟୁଜିକ୍ ମାଫିଆ ମୁଦ୍ଦା: ସୋନୁଙ୍କ ସପକ୍ଷରେ ମୁହଁ ଖୋଲିଲେ ଅଦନାନ ସାମି

ମୁମ୍ବାଇ : ଗାୟକ ସୋନୁ ନିଗମ ଇଣ୍ଡଷ୍ଟ୍ରିର ମ୍ୟୁଜିକ୍ ମାଫିଆ ମୁଦ୍ଦା ଉଠାଇ ବଲିଉଡରେ ହଲଚଲ ସୃଷ୍ଟି କରିଛନ୍ତି । ସୋନୁ ନିଗମଙ୍କ ବୟାନ ପରେ ଆଦନାନ୍ ସାମି  ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏହାକୁ ଗମ୍ଭୀରତାର ସହ…

ଅନୁଭୂତିରେ ଶ୍ରୀଜଗନ୍ନାଥ: ବିଷମକଟକ, ମୁଁ, ମୋ ଭାଇ ଓ ମୋ ଠାକୁର…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଦୁଇ ମାସ ତଳର କଥା। ମୋ ଜନ୍ମଦିନର ଗୋଟେ ଦିନ ପରେ। ଭାଇ ଆସି ଥାଏ ବିଶ୍ଵନାଥପୁର (ଲାଞ୍ଜିଗଡ଼)। ସେଦିନ ସକାଳେ ଥୁଆମୂଳ ରାମପୁର ଯିବୁ କହି ଭାଇ ର ମୋର ପ୍ରସ୍ତୁତ ହେଲୁ। କିନ୍ତୁ ଘରୁ ବହାରିଛୁ କି ନାହିଁ…