ଭଦ୍ରକରେ ଜଳିଗଲା ୨୦ଟି ଘର; ୧୨୦ ପଶୁ ଜୀବନ୍ତ ଦଗ୍ଧ
ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ଛତ୍ରପଦା ଗାଁରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଅନେକ ଘର ପଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଘର ପୋଡ଼ିଯାଇ ଥିବା ବେଳେ ୧୨୦ରୁ ଅଧିକ ପଶୁଙ୍କ…