Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଲାଗି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ସୋମବାର ଦିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ତଦାରଖ କରିବାକୁ ଜଣେ…

ଜମ୍ମୁ-କାଶ୍ମୀରରେ ଗ୍ରେନେଡ଼ ଆକ୍ରମଣ; ଜଣେ ମୃତ ୧୫ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ଦିନ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଶ୍ରୀନଗରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ଆକ୍ରମଣ କରିଥିଲେ। ତେବେ ଏଥିରେ କୌଣସି ସୁରକ୍ଷାକର୍ମୀଙ୍କର…

ହ୍ଵାଟସଆପରେ ଆସୁଛି ଏହି ନୂଆ ଫିଚର…

ଭୁବନେଶ୍ୱର: ଖୁବଶୀଘ୍ର ଏକ ନୂଆ ଫିଚର ସହ ଆସୁଛି ହ୍ଵାଟସଆପ । ଯାହା ଫେସବୁକ, ଇନଷ୍ଟାଗ୍ରାମ ଓ ୟୁଟିବ ଭଳି ନେଟଫ୍ଲିକ୍ସ ଭିଡ଼ିଓକୁ ମଧ୍ୟ ଦେଖିପାରିବାର ସୁବିଧା ଯୋଗାଇ ଦେବ। ଉପଭୋକ୍ତା ମାନେ ହ୍ଵାଟସଆପ ବନ୍ଦ ନକରି ମଧ୍ୟ ଏହି ଭିଡ଼ିଓ ଦେଖିପାରିବେ । ଏହାର ଅର୍ଥ ଉପଭୋକ୍ତା ମାନେ ନିଜର…

ଜାଣନ୍ତୁ, କଟକ ଓ ଭୁବନେଶ୍ୱରରେ କେବେଠୁ ଆରମ୍ଭ ହେଲା ପ୍ରସିଦ୍ଧ ବାଲିଯାତ୍ରା…

କଟକ: ଏବେ ଚାଲିଛି ‘ବାଲିଯାତ୍ରା ମାସ’ ମାନେ କାର୍ତ୍ତିକ ମାସ । କାର୍ତ୍ତିକମାସରେ ଯଦି କେଉଁ ଉତ୍ସବ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି ତାହାହେଲେ ଆମେ କଟକ ଓ ଭୁବନେଶ୍ୱରରେ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ବାଲିଯାତ୍ରା ଉତ୍ସବକୁ ହିଁ ବୁଝିଥାଆନ୍ତି । ନୁହେଁ କି ! ତେବେ ଯାହାବି…

ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ; ଚାକିରୀରୁ ବିଦାହେଲେ ୬ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିକାଶ ସବୁଠୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ୬ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୫ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି।…

ଆଜି ଶିବସେନା-ବିଜେପି ବୈଠକ; ବିଜେପି ଉପରେ ଚାପ ପ୍ରୟୋଗ କରିବେ ଉଦ୍ଧବ ଠାକରେ !

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କ୍ଷମତାକୁ ନେଇ ବିଜେପି-ଶିବସେନା ମହାମେଣ୍ଟରେ ଯେଉଁ ଫାଟ ସୃଷ୍ଟି ହୋଇ ସମସ୍ୟା ସୃଷ୍ଟି ହୋଇଛି ତାହାର ସ୍ଥାୟୀ ସମାଧାନ ଲାଗି ଆଜି ନୂଆଦିଲ୍ଲୀଠାରେ ଏହି ଦୁଇ ଦଳର ୨ଟି ଲଗାତର ବୈଠକ ଅନୁଷ୍ଠିତ ହେଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ପ୍ରକାଶ । ମହାରାଷ୍ଟ୍ର…

ଯୌନ ନିର୍ଯ୍ୟାତନା ଅଭିଯୋଗ; ଜେଲ୍ ଗଲେ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି

କେନ୍ଦ୍ରାପଡା: ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଟାଉନ୍ ଥାନା ପୋଲିସ ଅଟକ ରଖିଥିବା କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ସୋମବାର ଦିନ ଜେଲ୍ ପଠାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଘଟଣା…

ଅବପାତର ରୂପ ନେବ ଲଘୁଚାପ, ଓଡିଶାରେ ସାମୁଦ୍ରିକ ଝଡ ଆଶଙ୍କା !

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଉପରେ ସୃଷ୍ଟି ହୋଇଥିବା ଏକ ଘୃର୍ଣ୍ଣିବଳୟ ଧିରେଧିରେ ଲଘୁଚାପରେ ପରିଣତ ହେଉଥିବା ନେଇ ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଏହି ଘୃର୍ଣ୍ଣିବଳୟ କ୍ରମଶଃ…

‘କୋକୋକା ଓପନ ଡେ ୨୦୧୯’: ଜାପାନୀ ଦର୍ଶକଙ୍କ ମନ ମୋହିଲେ ଦୁଇ ଓଡ଼ିଆ ସଙ୍ଗୀତକାର

କ୍ୟୋଟୋ: ଜାପାନର କ୍ୟୋଟୋ ଠାରେ ଆୟୋଜିତ ହୋଇଥିବା 'କୋକୋକା ଓପନ ଡେ ୨୦୧୯'ର ଉଦଯାପନୀ ଦିନରେ ଓଡ଼ିଶା ପୁରୀର ଦୁଇ ଓସ୍ତାଦ ସୀତାର ବାଦକ ସତ୍ୟବାନ ସେଠୀ ଓ ତବଲା ବାଦକ ଲିଙ୍ଗରାଜ ଦାସ ନିଜ ବାଦ୍ୟର ଯଦୁଗରିରେ ସେଠାରେ ରୁଣ୍ଡ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ମନ୍ତ୍ରମୁଗ୍ଧ…

ନାସା ଯିବେ ଓଡିଆ ପୁଅ; ପ୍ରଦର୍ଶିତ କରିବେ ଅଭିନବ ଡ୍ରୋନ୍ ପ୍ରୋଜେକ୍ଟ

ଅନୁଗୁଳ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନିଷ୍ଟ୍ରୋସନ୍ (ନାସା) ଯିବେ ଓଡିଆ ପୁଅ ଶୁଭ୍ରାଂଶୁ ନାୟକ । ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି । ନିଜର ଅଭିନବ ଜ୍ଞାନକୌଶଳରେ ନିର୍ମାଣ କରିଥିବା ଡ୍ରୋନ୍ ପ୍ରୋଜେକ୍ଟକୁ ସେଠାରେ ପ୍ରଦର୍ଶିତ…