Latest Odisha News

BREAKING NEWS

ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେନାକୁ ସ୍ୱାଧୀନତା ଦିଆଯାଇଛି: ମୋଦି

ନୂଆଦିଲ୍ଲୀ: ଲଦାଖ୍ ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ସଂଘର୍ଷ ପ୍ରସଙ୍ଗରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଭାରତୀୟ ସେନାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ୱାଧୀନତା ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭାରତର ୨୦ ଜଣ ବୀର ଯୋଦ୍ଧା ବଳିଦାନ ଦେଇଥିଲେ…

ଡକାୟତି ଯୋଜନା ପଣ୍ଡ କଲା ବୁଗୁଡା ପୋଲିସ, ୪ ଗିରଫ

ବୁଗୁଡା : ବୁଗୁଡା ପୋଲିସକୁ ସଫଳତା । ଡକାୟତି ଯୋଜନା ବେଳେ ପୋଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଛି । ଗତକାଲି ବିଳମ୍ବିତ ପେଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୪ଟି ହାତ ବୋମା, ଗୋଟାଏ ଖଣ୍ଡା, ଛୁରୀ ଓ…

ଭୁବନେଶ୍ୱର ଏମସ୍ ଛାତ୍ରୀ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ୧ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱରର ଗୌରବ ବଢାଇଛନ୍ତି ଏମସ୍‌ର ଡାକ୍ତରୀ ଛାତ୍ରୀ ଡକ୍ଟର ବିନିତା କେ. । ସେ ମେଡିକାଲ ପିଜି ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଆଜି ଘୋଷଣା କରାଯାଇଥିବା ସର୍ବଭାରତୀୟ ଏମସ୍ ପିଜି ପ୍ରବେଶିକା…

ରସୁଲଗଡ ନିକଟରୁ ସାଢେ ୪ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ତିନି ଅଟକ

ଭୁବନେଶ୍ୱର: ରାଜଧାନୀରେ ପ୍ରାୟ ସାଢେ ୪ କେଜି ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ ସାଢେ ଚାରି କୋଟି ଟଙ୍କା । ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ରସୁଲଗଡରେ ଚଢଉ କରି ଏହାକୁ ଜବତ କରିଛି । ଏକ ସଙ୍ଗରେ ଏତେ ପରିମାଣର ବ୍ରାଉନସୁଗାର ଜବତ ହେବାରେ ଏହା ରେକର୍ଡ ବୋଲି ପୋଲିସ…

ସର୍ବଦଳୀୟ ବୈଠକ: ସବୁ ସ୍ଥିତିରେ ମୁକାବିଲା କରିବାକୁ ସେନା ପ୍ରସ୍ତୁତ

ନୂଆଦିଲ୍ଳୀ: ଯେକୌଣସି ପରିସ୍ଥିତିରେ ମଧ୍ୟ ମୁକାବିଲା କରିବାକୁ ସେନା ପ୍ରସ୍ତୁତ । ଆଜି ବସିଥିବା ସର୍ବଦଳୀୟ ବୈଠକରେ କିଛି ଏଭଳି ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ରାଜନୈତିକ…

ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ମୁମ୍ବାଇ: ମୁକେଶ ଅମ୍ବାନୀ ବିଶ୍ୱରେ ୧୧ ତମ ଧନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ବିଶ୍ୱର ୧୧ତମ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ପ୍ରଥମ ଥର ପାଇଁ ୬୦ ବିଲିୟନ ଡଲାର ଟପିଯାଇଛି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ…

ପୁଣି ରାଣୀ କଙ୍ଗନା ମୁହଁ ଖୋଲିଲେ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି !

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପୁନର୍ବାର ମୁହଁ ଖୋଲିଛନ୍ତି । ସେ ଏ ନେଇ ସୋସିଆଲ ସାଇଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା କି ଭାଇରାଲ ହେବା ଆରମ୍ଭ ହୋଇଛି । ଉକ୍ତ ଭିଡିଓରେ କେତେକ ନିର୍ଦ୍ଦିଷ୍ଟ ମିଡିଆ କିପରି ସୁଶାନ୍ତଙ୍କ…

ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସହିନପାରି ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ଦୋହଲାଇ ଦେଇଛି । ତାଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟା ଖବରକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଏହି ଘଟଣାକୁ ୪ରୁ ୫ ଦିନ ବିତିଯାଇଥିଲେ ମଧ୍ୟ ସୁଶାନ୍ତ ଫ୍ୟାନ୍‌ମାନେ ନିରାଶ ହୋଇ ଆତ୍ମହତ୍ୟାର ବାଟ ବାଛି…

ସର୍ବଦଳୀୟ ବୈଠକ: ଭାରତ-ଚୀନ୍ ବିବାଦକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି । ବୈଠକ…

ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟର ଓଡିଶା ଏଫସି ମୁଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା ଏଫସି ଦଳର ମୂଖ୍ୟ କୋଚ ଭାବେ ଇଂଲଣ୍ଡର ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟରଙ୍କୁ ନିଯୁକ୍ତ କରିଛି । ୭ମ ହିରୋ ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଷ୍ଟୁଆର୍ଟଙ୍କ ସହ ଏହି କ୍ଲବ ୨ ବର୍ଷୀୟା ଚୁକ୍ତି କରିଛି । ସେ ଦକ୍ଷିଣଆଫ୍ରିକା ଓ ଫିନଲାଣ୍ଡର ଜାତୀୟ କୋଚ ଦାୟିତ୍ୱ ମଧ୍ୟ ସଫଳତାର ସହ…