Latest Odisha News

BREAKING NEWS

ବିଟକଏନ୍ ଠକେଇ ମାମଲାରେ ଜଣେ ଗିରଫ

ଖୋର୍ଦ୍ଧା: ବିଟକଏନ୍ ବ୍ୟବସାୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ପୋଲିସ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଶିଶିଭୂଷଣ ମିଶ୍ର ଏବଂ ସେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ୱାର୍ଡର କର୍ମଚାରୀ ଭାବେ କାର୍ଯ୍ୟ…

ବିଧାନସଭା ନିର୍ବାଚନୀ ମେଣ୍ଟ: ବିଜେପି ୧୬୨ ଏବଂ ଶିବସେନା ୧୨୬ଟି ଆସନରେ ଲଢିବେ ନିର୍ବାଚନ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଶାସନ କ୍ଷମତାରେ ଥିବା ବିଜେପି ଓ ଶିବସେନା ମଧ୍ୟରେ ନିର୍ବାଚନ ଲାଗି ଆସନ ବୁଝାମଣା ହୋଇଛି । ଏହି ଆସନ ବୁଝାମଣା ନେଇ ଗତ କିଛି ସପ୍ତାହ ଧରି ଉଭୟ ଦଳରେ ଅସନ୍ତୋଷ…

ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ

ଭୁବନେଶ୍ୱର: ପୂର୍ବତଟ ରେଳବାଇ ଅଧିକାରୀ ତଥା କର୍ମଚାରୀଙ୍କ ପକ୍ଷରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ବିରୋଧ କରି ଭୁବନେଶ୍ୱର ରେଳ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ କରାଯାଇଥିଲା । ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ନେତୃତ୍ୱରେ…

ଆଜିଠାରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅକ୍ଟୋବର୧ (ଆଜିଠାରୁ) ଏହାର କିଛି ନିୟମରେ ପରିବର୍ତ୍ତନ ଆଣିଛି । ଆଜିଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ ସନ୍ଦେହ କରାଯାଉଛି । .ଯେଉଁ ଏସବିଆଇ…

ଗୁଜୁରାଟ ଘାଟିରେ ଓଲଟିଲା ବସ୍; ୨୧ ମୃତ

ବନାସକାଣ୍ଠ: ଗୁଜୁରାଟର ବନାସକାଣ୍ଠ ଜିଲ୍ଲା ଅନ୍ତର୍ଗତ ଅମ୍ବାଜି ନିକଟରେ ଥିବା ତ୍ରିଶୂଳିଆ ଘାଟିରୁ ସୋମବାର ଦିନ ଏକ ବସ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ପାଖାପାଖି ୩୨ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ, ୧୪ ଜଣ ପୁରୁଷ ଓ ୩ ଜଣ…

ରେକର୍ଡ଼ କଲେ ଅନୁ ରାଣୀ, ଜାଭେଲିନ୍ ଥ୍ରୋରେ ଫାଇନାଲକୁ ଉନ୍ନୀତ

ଦୋହା: ଦୌଡ଼କୁଦରେ ଭାରତୀୟ ଆଥଲେଟ ନିରାଶ କରିଥିବା ବେଳେ ମହିଳା ଜାଭେଲିନ୍ ଥ୍ରୋରେ ଅନୁ ରାଣୀ ରେକର୍ଡ଼ ପ୍ରତିଷ୍ଠା କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କାତାରର ଦୋହାଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ଅନୁ ପ୍ରଥମ ମହିଳା ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।…

ଧାରା ୩୭୦ ଉଚ୍ଛେଦ ବିରୋଧରେ ପିଟିସନ୍: ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଏକାଧିକ ପିଟିସନର ଶୁଣାଣି ମଙ୍ଗଳବାର ଦିନଠୁ ଆରମ୍ଭ ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଜମ୍ମୁ-କାଶ୍ମୀରରେ ମାନବାଧିକାର ଉଲଂଘନ ସମ୍ପର୍କୀତ ମମାଲାକୁ…

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର

କ୍ଷମତାର ଚକ୍ରାନ୍ତରେ ଦବିଯିବନି ଗାନ୍ଧୀ ବିଚାର ବିଚିତ୍ର ବିଶ୍ୱାଳ ଏହି ବର୍ଷ ସାରା ଦେଶ ଗାନ୍ଧିଜୀଙ୍କ ଶହେ ପଚାଶତମ ଜୟନ୍ତୀ ପାଳନ କରୁଛି । କେନ୍ଦ୍ର ସରକାର ଓ ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧୀଙ୍କୁ ନେଇ ଅନେକ ପ୍ରକାର ମେଗା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସାରା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୧ ରିଖ ମଙ୍ଗଳ ବାର କନ୍ୟା ୧୫ ଦିନ ଅଶ୍ବିନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର । ଘାତ ବାର:- ମକର ରାଶିର…

ଘୋଷିତ ହେଲା ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା; ସ୍ଥାନ ପାଇଲେ ନବୀନ ଓ ଧର୍ମେନ୍ଦ୍ରଙ୍କ ସମେତ ୪ଜଣ ଓଡ଼ିଆ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବେ ସ୍ଥାନ ପାଇଛନ୍ତି । ଏହି…