Latest Odisha News

BREAKING NEWS

ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଦଳ ପାଇଁ ସମୟ ଦେଇ ପାରୁ ନ ଥିବା ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସେ…

ସ୍ନାନଯାତ୍ରା ବେଳେ ପୁରୀରେ ଲାଗୁ ହେବ ୧୪୪ ଧାରା

ପୁରୀ: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ସର୍ବସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ଆଜି ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ ନେଇ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତ୍ତି ପରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଆସନ୍ତା…

ଓଡ଼ିଶାରେ ଜୁନ୍ ୧୧ ସୁଦ୍ଧା ପ୍ରବେଶ କରିପାରେ ମୌସୁମୀ

ଭୁବନେଶ୍ୱର: ଉତରପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ୍ ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେଉଥିବା କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଥିବା ମଙ୍ଗଳବାର ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

ବିଶ୍ୱର ଟପ୍ ୫୦୦ ତାଲିକାରେ ରହିବାକୁ ପ୍ରସ୍ତୁତ ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ !

ବାରାଣାସୀ: ବିଶ୍ୱର ଟପ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟରେ ଇନଫ୍ରାଷ୍ଟ୍ରକଚର ବଢାଇବାରେ ଲାଗିଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ । ଇନଷ୍ଟିଟିଉଟ ଅଫ୍ ଏକ୍ସଲେନ୍ସ ସ୍କିମ ଅଧୀନରେ ଶୈକ୍ଷିକ ଓ ଗବେଷଣା ସୁବିଧାକୁ ଅପଗ୍ରେଡ କରିବା ନିମନ୍ତେ କେନ୍ଦ୍ର ତରଫରୁ ଅନୁଷ୍ଠାନକୁ…

ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟକାଣ୍ଡର ଦୋଷୀ ମନୁ ଶର୍ମା ମୁକୁଳିଲେ

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟକାଣ୍ଡର ଦୋଷୀ ମନୁ ଶର୍ମା ଜେଲରୁ ମୁକୁଳିଛନ୍ତି । ତିହାର ଜେଲରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିଲେ । ଦଣ୍ଡ ସମୀକ୍ଷା ବୋର୍ଡ ନିକଟକୁ ମନୁଙ୍କ ନାମ ୬ଥର ଆସିଥିଲା । ଶେଷରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ତାଙ୍କୁ ମୁକ୍ତ କରିବା ପାଇଁ ମଂଜୁର…

ଅରକ୍ଷିତକୁ ଦଇବ ସାହା; ରାସ୍ତାକଡ଼ରୁ ଉଦ୍ଧାର ହେଲେ ଦୁଇ ବୟସ୍କ ବ୍ୟକ୍ତି

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଲାଲବେଣ୍ଟା ପଞ୍ଚାୟତ ସନ୍ଧିଗାଁ ଗ୍ରାମର ଦୃଯ୍ୟ ସେଠୀ (୫୮) ସ୍ତ୍ରୀ ମଞ୍ଜରୀ ସେଠୀ (୫୧) ଦିଗପହଣ୍ଡିରୁ ବାଇକ୍ ରେ ଗ୍ରାମ କୁ ଫେରିବା ସମୟରେ ଗାଡି ଆଗକୁ ଏକ ମେଣ୍ଢା ଆସି ଯାଇଥିଲା । ଧକ୍କାରେ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ ଦୁହେଁ ।ସ୍ଥାନୀୟ…

ମନୋଜ ହଟିଲେ, ଆଦେଶ ଗୁପ୍ତା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିଲ୍ଲୀ, ଛତିଶଗଡ ଓ ମଣିପୁର ପ୍ରଦେଶ ଅଧ୍ୟକ୍ଷ ବଦଳାଇଛି । ମନୋଜ ତିୱାରୀଙ୍କ ସ୍ଥାନରେ ଦିଲ୍ଲୀ ଅଧ୍ୟକ୍ଷ ଦାୟିତ୍ୱ ଆଦେଶ କୁମାର ଗୁପ୍ତାଙ୍କୁ ଦେଇଛି । ସେହିପରି ଛତିଶଗଡରେ ବିଷ୍ଣୁଦେବ ସାଇ, ମଣିପୁରରେ ଟିକେନ୍ଦ୍ର ସିଂଙ୍କୁ ଏହି ଦାୟିତ୍ୱ ପ୍ରଦାନ…

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସି ଭୋଟର ପକ୍ଷରୁ ‘ଷ୍ଟେଟ୍ ଅଫ୍ ଦି ନେସନ ୨୦୨୦ ମେ’ ସର୍ଭେ ପରେ ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି । ସର୍ଭେରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ୮୩ ଦଶମିକ ୯୬ ମତ ମିଳିଛି । ଲୋକପ୍ରିୟତା…

ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ,ପଲିସି ଓ ଓପନ୍ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୧୯-୨୦ ର ଶେଷ ବର୍ଷ ପିଜି ପ୍ରୋଗ୍ରାମ ଛାତ୍ରଛାତ୍ରୀ ଙ୍କ ପାଇଁ ଅପେନ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଟାସ୍କଫୋର୍ସ ଏବଂ ପରୀକ୍ଷା ୱର୍କିଙ୍ଗ ଗ୍ରୁପର ପରାମର୍ଶ କ୍ରମେ ଶେଷ ନିଷ୍ପତି ନିଆଯିବାର…

ଆଜି ସନ୍ଧ୍ୟାରେ ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ହେବ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ସେହିି ଜିଲ୍ଲାଗୁଡ଼ିକ ହେଲା –…