ବିନୋଦ ପରେ ସୋସିଆଲ ସାଇଟରେ ଟ୍ରେଣ୍ଡ କରୁଛି ଆୟୁଷି ବେବଫା ହେ
ନୂଆଦିଲ୍ଲୀ: ସୋସିଆଲ ସାଇଟରେ କେତେବେଳେ କଣ ଟ୍ରେଣ୍ଡ କରିବା ବୁଝିବା କଷ୍ଟକର ବ୍ୟାପାର । ଏବେ କିଛି ଦିନ ହବ ଅଦ୍ଭୁତ ପ୍ରକାର ଟେଣ୍ଡ ଚାଲିଛି । ସୋନମ ଗୁପ୍ତା ବେବଫା ପରେ ହଠାତ୍ ଟ୍ରେଣ୍ଡ କରିଥିଲା ବିନୋଦ । ଏହା ବିଷୟରେ କେହି କିଛି ଜାଣି ନ ଥିଲେ ସୁଦ୍ଧା ଏହା ଟ୍ରେଣ୍ଡ କରିଥିଲା । ଏବେ…