Latest Odisha News

BREAKING NEWS

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍…

ଭୁବନେଶ୍ୱର: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ ହିଁ ଆରମ୍ଭ ହୋଇଥାଏ ।…

ଗୋଟିଏ ଦିନରେ ବିଭିନ୍ନ ସ୍ଥାନରୁ ଗିରଫ ହେଲେ ୩୧ ଦଲାଲ୍ !

ଭୁବନେଶ୍ୱର: ଓଡ଼ିଶା ଡ଼ିଜିପି ବି କେ ଶର୍ମା ସୂଚନାଦେଇ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ଶନିବାର ଦିନ ମଧ୍ୟସ୍ଥତା କରୁଥିବା ଅଭିଯୋଗରେ ୩୧ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସବୁଠୁ ମଜାର କଥାହେଲା, କେବଳ ଯାଜପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ସର୍ବାଧିକ ୯ ଜଣ…

ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର: ଆରଟିଓଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ ଭିତରେ ଦଲାଲମାନଙ୍କ ପ୍ରବେଶ ରୋକିବା ତଥା ଦଲାଲମାନଙ୍କ ବିରୋଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନଙ୍କୁ ସରକାର ଶନିବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶୁକ୍ରବାର ଦିନ ପରିବହନ…

ଓଡ଼ିଶାର ତପନ ମିଶ୍ରଙ୍କୁ ‘ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର’

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱୀକୃତୀପ୍ରାପ୍ତ ଟୁରିଷ୍ଟ ଗାଇଡ଼ ତପନ କୁମାର ମିଶ୍ରଙ୍କୁ ୨୦୧୭-୧୮ ବର୍ଷ ଲାଗି ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି । ଦୀର୍ଘ ୨୩ ବର୍ଷ ଧରି ଶହ ଶହ ବିଦେଶୀ ପର୍ଯ୍ୟଟକମାନଙ୍କୁ ଦେଶର ସାଂସ୍କୃତିକ ଦୂତ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ…

ଚାଇନା ପାରା ବ୍ୟାଡ଼ମିଣ୍ଟନ: ଉଭୟ ଡ଼ବଲ୍ସ ଓ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଭଗତ

ବେଜିଂ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚାଇନା ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଏବଂ ଡ଼ବଲ୍ସ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । Reached Singles and Doubles Finals ?? In Singles, I will be playing…

ଆରତ ସୁରେ ବାରେ

ଆରତ ସୁରେ ବାରେ ସୂର୍ଯ୍ୟ ଦେଓ ଓଡ଼ିଆ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମହମ୍ମଦ ସିକନ୍ଦର ଆଲାମ୍ ଚଳଚ୍ଚିତ୍ର ଗାୟକ ଆରମ୍ଭ କରନ୍ତି । ଏହି ଏକମାତ୍ର ଗୀତ ଗାୟନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ସଂଯୋଗକୁ ଆଉ ଏକ ଗୀତ ମଧ୍ୟ ତାଙ୍କ କଣ୍ଠରେ ରେକର୍ଡ କରାଯାଏ ।…

ଜାଣନ୍ତୁ, ପୋଡପିଠାର ପରମ୍ପରା ଓ ଏହାର ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ଓଡିଶାର ଘରେ ଘରେ ପୋଡ଼ପିଠା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏହା ସହ ଜଡିତ ପରମ୍ପରା ସହ ଅନେକ ଅବଗତ ନଥିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାସହ ଜଡିତ ପରମ୍ପରା ସମ୍ପର୍କରେ.. ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ…

ଜାତିସଂଘରେ ପାକିସ୍ତାନକୁ କଡ୍ଡା ଜବାବ୍ ଦେଲା ଭାରତ

ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀରକୁ ନେଇ ଭାରତକୁ ଯୁଦ୍ଧର ଧମକ ଦେବାର ଗୋଟିଏ ଦିନ ପରେ ଭାରତ ଏହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଯାହାସବୁ…

କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଏମସକୁ ଚିଠି ଲେଖିଲେ ଏସସିବି କର୍ତ୍ତୃପକ୍ଷ

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମସ ମେଡିକାଲକୁ ଚିଠି ଲେଖି ସହାୟତା ଲୋଡିଛନ୍ତି ଏସସିବି ଡାକ୍ତରୀଦଳ । ଗଣମାଧ୍ୟମକୁ ସୂଚନା ଦେଇ ଏସସିବି ଅଧିକ୍ଷକ ଡ. ସିବିକେ ମହାନ୍ତି…