ଚୀନକୁ ଭାରତଠାରୁ ବଡ ଝଟକା ଦେଲା ୟୁଏଇ, ବାତିଲ କଲା ୭୫ ହଜାର କୋଟି ଟଙ୍କାର ଚୁକ୍ତି
ନୂଆଦିଲ୍ଲୀ: ଭାରତଠାରୁ ଚୀନକୁ ବଡ ଝଟକା ଦେଇଛି ୟୁଏଇ । ରବିବାର ସାଉଦି ଆରବର ସରକାରୀ ତେଲ କମ୍ପାନୀ ସଉଦି ଅରାମକୋ ଚୀନ ସହିତ କରିଥିବା ୭୫ ହଜାର କୋଟି ଟଙ୍କାର ଚୁକ୍ତି ବାତିଲ କରିଛି । ଅରାମକୋ ଓ ଚୀନ ମିଳିତ ଭାବେ ଏକ ବଡ ଧରଣର ରିଫାଇନିଂ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ କରିବା ନେଇ ଯୋଜନା…