Latest Odisha News

BREAKING NEWS

ଭାରତୀୟ ସୀମା ନିକଟରେ ଉଡିଲା ଚୀନର ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମା ନିକଟରେ ଚୀନର ଲଡୁଆ ବିମାନ ଉଡିବା ଚିନ୍ତାର କାରଣ ସାଜିଛି । ଭାରତୀୟ ସେନା ଏହା ଉପରେ କଡା ନଜର ରଖିଛନ୍ତି । ଲଦ୍ଦାଖ ସୀମାଠାରୁ ୩୦-୩୫ କିଲୋମିଟର ଦୂରରେ ଏହି ବିମାନ ଉଡିବା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ନିୟମ ଅନୁସାରେ ସୀମାଠାରୁ ୧୦ କିଲୋମିଟର ରେଂଜରେ…

ନିଜ ରେକର୍ଡ ନିଜେ ଭାଙ୍ଗିଲେ ବ୍ରହ୍ମପୁରର ଏହି ବ୍ୟକ୍ତି, ନିର୍ମାଣ କଲେ ୩ମିମି.ର କଳାକୃତି

ବ୍ରହ୍ମପୁର: ପ୍ରାୟ ୧.୩ ସେମି. ଉଚ୍ଚତା ଏବଂ ୧.୪ ସେମି. ପ୍ରସ୍ଥ ବିଶିଷ୍ଟ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛୋଟ ରଥ ତିଆରି କରିବାର ଦୁଇ ଦିନ ପରେ, ବ୍ରହ୍ମପୁରର ସତ୍ୟ ମହାରଣା ମାତ୍ର ୩ ମିମି. ଉଚ୍ଚତା ଓ ୨ ମିମି. ପ୍ରସ୍ଥ ବିଶିଷ୍ଟ କାଠରେ ଏକ ରଥ ତିଆରି କରି ନିଜ ରେକର୍ଡ ନିଜେ…

୭ଟି ରାଜ୍ୟର ଖାଲି ପଡିଥିବା ୧୮ ରାଜ୍ୟସଭା ସିଟ ପାଇଁ ଜୁନ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୭ଟି ରାଜ୍ୟର ଖାଲି ପଡିଥିବା ରାଜ୍ୟସଭା ସିଟ ପାଇଁ ହେବାକୁ ଥିବା ନିର୍ବାଚନକୁ ଘୁଂଚାଇ ଦିଆଯାଇଥିଲା । ସୋମବାର ଭାରତୀୟ ନିର୍ବାଚନ କମିଶନ ଏହି ୧୮ ରାଜ୍ୟସଭା ଆସନ ଜୁନ ୧୯ରେ ହେବ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ(୪), ଗୁଜରାଟ(୪), ଝାଡଖଣ୍ଡ (୨),…

ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ରାଜ୍ୟରେ ବଳବତ୍ତର ରଖାଯାଇଛି । ସନ୍ଧ୍ୟା ୭ଟା ପରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଏହି କଟକଣା ସକାଳ ୫ଟା ଯାଏଁ ବଳବତ୍ତର ରହିବ ।…

ମହମ୍ମଦ ସାମୀଙ୍କ ସହ ଅନ୍ତରଙ୍ଗ ମୂହର୍ତର ଫଟୋ ଛାଡିଲେ ପତ୍ନୀ ହସୀନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାଁଙ୍କ ମଧ୍ୟରେ ବିବାଦ କମିବାର ନାମ ନେଉ ନାହିଁ । ସୋସିଆଲ ସାଇଟରେ ସାମୀଙ୍କ ସହ ଏକ ଅନ୍ତରଙ୍ଗ ମୂହର୍ତର ଫଟୋ ହସୀନ ଛାଡିଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋ ନେଇ…

ୱାନ୍ ନେସନ, ୱାନ୍ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା

ନୂଆଦିଲ୍ଲୀ: ୱାନ୍ ନେସନ୍‌, ୱାନ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା । ଏଥିସହ ଆଉ ଦୁଇ ରାଜ୍ୟ ସିକିମ ଓ ମିଜୋରାମ ମଧ୍ୟ ଏହି ଯୋଜନାରେ ଆଜିଠାରୁ ସାମିଲ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ…

ସାଇକେଲ ଚଳାଇ ପୁଣେରୁ ଓଡ଼ିଶା ଆସିଲେ ୩ ପ୍ରବାସୀ ଓଡ଼ିଆ

ନବରଙ୍ଗପୁର: ପୁଣେରେ କାର୍ଯ୍ୟରତ ତିନିଜଣ ପ୍ରବାସୀ ଓଡିଆ ପ୍ରାୟ ୧୩୦୦ କିମି. ସାଇକେଲ ଚଳାଇ ରବିବାର ଦିନ ନିଜ ଗ୍ରାମ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଛନ୍ତି। ଏହି ତିନି ଜଣ ବ୍ୟକ୍ତି ଗତ ବର୍ଷ ଜୁନ୍ ୯ରେ ମହାରାଷ୍ଟ୍ରର ପୁଣେରେ ଥିବା ଏକ ଅଟୋମୋବାଇଲ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ।…

ବଜ୍ରାଘାତରେ ଗଞ୍ଜାମରେ ୨ ମୃତ, ଜଣେ ଆହତ

ଗଞ୍ଜାମ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା  । ଆଜି ଗଞ୍ଜାମ ବୁଗୁଡ଼ା ଥାନାର ଡେଙ୍ଗାବାଡ଼ିରେ ବଜ୍ରାଘାତ ନେଇଛି ଦୁଇଟି ଜୀବନ  । ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି  । ମୃତକ ଦୁଇଜଣ ୩୨ ବର୍ଷୀୟ ସନ୍ତୋଷ ଗୌଡ଼ ଓ ୨୬ ବର୍ଷୀୟ ନୀଳାଞ୍ଚଳ ଆଲଟିଆ। ସେହିଭଳି ୩୦ ବର୍ଷୀୟ…

ପାରା ମିଲିଟାରୀ କ୍ୟାଟିଂନ ତାଲିକାରୁ ବାଦ୍ ପଡିଲା ୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦ

ନୂଆଦିଲ୍ଲୀ: ଭାରତର ପାରାମିଲିଟାରୀ କ୍ୟାଟିଂନରେ ଆଉ ବିଦେଶୀ ସାମଗ୍ରୀ ବିକ୍ରି ହେବ ନାହିଁ । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ ବିଦେଶୀ ଉତ୍ପାଦ କ୍ୟାଟିଂନ ତାଲିକାରୁ ହଟାଇ ଦିଆଯାଇଛି । ଜୁନ ୧ରୁ ଏହି ନିୟମ ଲାଗୁ ହେବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ବିଦେଶୀ ସାମଗ୍ରୀକୁ…

ଚୋର ଫେରାଇଦେଲା ଚୋରି କରିଥିବା ବାଇକ୍‌

ଚେନ୍ନାଇ: ଚୋରି ହୋଇଥିବା ଜିନିଷ ଫେରି ଆସିଛି । ଚୋର ଫେରାଇ ଦେଇଛି ଚୋରି କରିଥିବା ଜିନିଷ । ପାର୍ସଲରେ ଆସିଛି ଚୋରି ହୋଇଯାଇଥିବା ବାଇକ୍ । ଏହି ପାର୍ସଲକୁ ଖୋଦ୍ ଚୋରି କରିଥିବା ସ୍ୱାଭିମାନୀ ଚୋର ପଠାଇଛି । ଗାଡି ମାଲିକଙ୍କୁ ମିଳିଛି ତାଙ୍କ ଚୋରା ଗାଡି । ଏଭଳି ଘଟଣା ଘଟିଛି ତାମିଲନାଡୁର…