ଜାଣନ୍ତୁ, କେମିତି କଟିବ ଆଜି ଦିନ…
ରାଶି ଫଳ
ତା ୧୬-୦୯-୨୦୧୯ ସୋମବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ମୋବାଇଲ: 9437225434
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୬ରିଖ ସୋମବାର ସିଂହ ୩୧ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-:…