କରୋନା ସାଜିଲା ବରଦାନ: ସଙ୍ଗରୋଧ କେନ୍ଦ୍ରରେ ବିବାହ କଲେ ପ୍ରେମୀ ଯୁଗଳ
ନିମାପଡ଼ା: ଗୋଟିଏ ପଟେ ଯେଉଁଠି କରୋନା ପାଇଁ ସାରା ବିଶ୍ବରେ ଅଶାନ୍ତି, ସେହି ସମୟରେ ଏହା ଶାନ୍ତି ଆଣି ଦେଇଛି ଯୋଡ଼େ ଦମ୍ପତ୍ତିଙ୍କୁ। ସମଗ୍ର ବିଶ୍ୱକୁ କରୋନା ହନ୍ତସନ୍ତ କରୁଥିବା ବେଳେ ଓଡିଶାର ଏହି ଯୁବ ଦମ୍ପତ୍ତିଙ୍କୁ ଏହା ଦେଇଛି ନୂଆ ଜୀବନ ।
ମିଳିଥିବା ସୂଚନା ଅନୁସାରେ, ଏହି ଦମ୍ପତି…