ଓଡ଼ିଶା ପହଞ୍ଚିଲେ ଜଗା-କାଳିଆ
ଭୁବନେଶ୍ୱର: କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସେମାନେ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକରେ ଆସି ପହଞ୍ଚିଛନ୍ତି ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବେ ଓଡ଼ିଶା ଏସସିବିରୁ ଦୁଇଜଣିଆ ଡାକ୍ତରୀ…