Latest Odisha News

BREAKING NEWS

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ବେବୋ

ମୁମ୍ବାଇ: ପୁଣି ଥରେ ଗୁଡ ନ୍ୟୁଜ୍ ଦେବେ ବଲିଉଡର ବେବେ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସୈଫ ଅଲ୍ଲି ଖାନ୍‌ଙ୍କ ପରିବାରକୁ ଆସିବ ଆଉ ଜଣେ କୁନି ଅତିଥି । ଏନେଇ ସୈଫ୍ ଅଲ୍ଲି ଖାନ୍ ନିଜେ ଔପଚାରିକ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ବହୁ ଥର…

ଆସିଲା ‘ସଡକ-୨’ର ଟ୍ରେଲର, ଦମଦାର ଲୁକ୍‌ରେ ସଞ୍ଜୁ ବାବା

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ମୁଭି ‘ସଡକ-୨’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରାଯାଇଛି । ଟ୍ରେଲରରେ ପୁଣି ଥରେ ମୁନ୍ନା ଭାଇ ତଥା ବଲିଉଡର ସଂଜୁ ବାବାଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ସେହିପରି ଲିଡ୍ ରୋଲ୍‌ରେ ଥିବା ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ…

ତାଲିମ ବେଳେ ମହାନଦୀରେ ବୁଡି ଯବାନ ନିଖୋଜ

ବୌଦ୍ଧ: ବୌଦ୍ଧସ୍ଥିତ ମହାନଦୀରେ ବୁଡି ଜଣେ ଆଇଆର୍‌ବି ଯବାନ ନିଖୋଜ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ ପକ୍ଷରୁ ନିଖୋଜ ଯବାନଙ୍କୁ ଖୋଜିବା ଆରମ୍ଭ ହୋଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବଲସିଙ୍ଗାରେ ଥିବା ଆଇଆରବି ୫ମ ବାଟାଲିୟନ ପକ୍ଷରୁ ବୌଦ୍ଧ ପୋଲ ମହାନଦୀ ଘାଟରେ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆସୁନି ସୁଧାର

ନୂଆଦିଲ୍ଲୀ: ବିଗିଡିବାରେ ଲାଗି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ବ୍ରେନ୍ ସର୍ଜରୀ ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁନାହିଁ । ଏନେଇ ଆଜି ଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲ ପକ୍ଷରୁ ଜାରି ହେଲ୍‌ଥ ବୁଲେଟିନରୁ ସୂଚନା ମିଳିଛି । ୮୪ ବର୍ଷୀୟ ଭାରତ ରତ୍ନ…

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ କରୋନା ପଜିଟିଭ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୯ ସେପ୍ଟମ୍ବରରୁ ଆରମ୍ଭ ହେବ । ଏ ନେଇ ଟିମଗୁଡିକ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ବୁଧବାର ରାଜସ୍ଥାନ ରୟାଲ୍ସ ପ୍ରସ୍ତୁତିକୁ ଶକ୍ତ ଧକ୍କା ଲାଗିଛି । ଦଳର ଫିଲ୍ଡିଂ କୋଚ ଦିଶାନ୍ତ ୟାଗନିକ୍ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଫ୍ରାଂଚାଂଇଜ ପକ୍ଷରୁ…

୪ ଓଡ଼ିଆଙ୍କ ସମେତ ୧୧୨ ପୋଲିସ ଅଧିକାରୀଙ୍କୁ ଉତ୍କର୍ସ ତଦନ୍ତ ପଦକ

ନୂଆଦିଲ୍ଲୀ: ୪ ଜଣ ଓଡ଼ିଆଙ୍କ ସମେତ ୧୧୨ ଜଣ ପୋଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଉତ୍କର୍ସ ତଦନ୍ତ ପଦକ-୨୦୨୦ ପ୍ରଦାନ କରାଯାଇଛି । ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ପାରଦର୍ଶିତାକୁ ସ୍ବୀକୃତି ଦେବା ଏହି ସ୍ବତନ୍ତ୍ର ପୁରସ୍କାରର ଲକ୍ଷ୍ୟ। ପୁରସ୍କାର…

ଅଡିଓ ଭାଇରାଲ ମାମଲା: ଗିରଫ ୨ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ଗିରଫ ହୋଇଥିବା ୨ ଜଣଙ୍କୁ ଜାମିନ୍ ମିଳିଛି । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୨ ଜଣଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ୍ ମିଳିଥିବା…

ଆସନ୍ତୁ ଜାଣିବା ସୁଶାନ୍ତ ବାପାଙ୍କ ଓକିଲ କାହିଁକି କହିଲେ ସିଦ୍ଧାର୍ଥ ଜଣେ ଚାଲାକ ଅପରାଧୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍‌ରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡି ନ ଥିଲେ ମଧ୍ୟ ଏହା ପଛରେ କିଛି ଲୋକଙ୍କ ଷଡଯନ୍ତ୍ର ରହିଥିଲା । ସୁଶାନ୍ତଙ୍କ ବାପାଙ୍କ ଓକିଲ ବୁଧବାର କହିଛନ୍ତି…

୪ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌

ଭୁବନେଶ୍ୱର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଆଜି ଭିଡିଓ କନଫରେନ୍ସିଂହରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର…

ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ସଚିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି…