Latest Odisha News

BREAKING NEWS

ବିଶ୍ଵ ହାତୀ ଦିବସ: ହାତୀଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ହାତୀ ଦିବସ । ହାତୀଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ । ଏହିନୀରିହ ପଶୁଟି ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବାର୍ତା ଦିଆଯିବା ଉଦେଶ୍ୟରେ ଏହି…

ସ୍କୁଲ ଖୋଲିବା ପରେ ୯୭ ହଜାର ପିଲା କରୋନା ପଜିଟିଭ୍, କେଉଁଠି ଜାଣନ୍ତୁ

କରୋନା ମହାମାରୀ ପ୍ରକୋପ ଭିତରେ ଲକଡାଉନ୍ କଟକଣା ଉଠିବା ପରେ ସ୍କୁଲ ଖୋଲିଲା । ୧୫ ଦିନ ପାଠ ପଢ଼ା ଭିତରେ କରୋନା ସଂକ୍ରମିତ ହେଲେ ୯୭ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଆମେରିକାରେ ଏତେ ସଂଖ୍ୟକ ପିଲା ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଗତ…

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା: ପୋଲିସ ଗୁଳିରେ ୨ ମୃତ, ୧୧୦ ଗିରଫ

ବେଙ୍ଗାଳୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସୋସିଆଲ ପୋଷ୍ଟକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଛି ହିଂସାକାଣ୍ଡ । ଉତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ଯାଇ ପୁଲିସର ଗୁଳି ଚାଳନା। ଏଥିରେ ୨ ଜଣ ପ୍ରାଣ ହରାଇଥିବା ସୂଚନା। ମିଳିଥିବା ସୂଚନା ଅନୁସାରେ, ଉତ୍ତେଜନାପୂର୍ଣ୍ଣ ବେକ…

ପୁଲଓ୍ୱାମା ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଜଣେ ଯବାନ ସହିଦ

କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାବାହିନୀ ଗୁଳିବିନିମୟ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତାର ପରିଚୟ ଅସ୍ପଷ୍ଟ ରହିଛି । ଏହି ସୂଚନା ଦେଇଛି କଶ୍ମୀର ଜୋନ୍ ପୋଲିସ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଆଜି ସକାଳୁ…

ଆଜି ବାହାରିବ +୨ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ବାହାରିବ ଆଜି ବାହାରିବ +୨ ବିଜ୍ଞାନ ପରୀକ୍ଷାଫଳ । ଅପରାହ୍ଣ ସାଢ଼ା ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଏଥିରୁ ନିଜ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା୧୨-୮-୨୦୨୦ ବୁଧବାର *-ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର: ୯୪୩୭୨୨୫୪୩୪ ଆଜି ଦିନର ମହତ୍ତ୍ୱ. ଆଜି ୨୦୨୦ ମସିହା ଅଗଷ୍ଟ ୧୨ ରିଖ ବୁଧବାର କର୍କଟ ୨୮ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ…

କାଲି ସନ୍ଧ୍ୟାରୁ ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି

ଭଦ୍ରକ: ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ । କରୋନା ସଂକ୍ରମଣ ବଢୁଥିବାରୁ ୪୮ ଘଣ୍ଟା ସଟଡାଉନ୍ ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ । କାଲି ସନ୍ଧ୍ୟା ୬ଟା ପରଠୁ ଚାନ୍ଦବାଲି ପୌରାଞ୍ଚଳରେ ସଟଡାଉନ୍ କଟକଣା ଜାରି ହେବ । ଗୁରୁବାର ଓ ଶୁକ୍ରବାର ସଟଡାଉନ୍ ଥିବା ବେଳେ…

ସଂଜୟ ଦତ୍ତଙ୍କୁ ଫୁସଫୁସ୍ କ୍ୟାନସର, ଚିକିତ୍ସା ପାଇଁ ଯିବେ ଆମେରିକା

ମୁମ୍ବାଇ: ସଞ୍ଜୟ ଦତ୍ତ ଫ୍ୟାନଙ୍କ ପାଇଁ ଖରାପ ଖବର । ସଞ୍ଜୁ ବାବାଙ୍କୁ କ୍ୟାନସର । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଜ ଥ୍ରୀ ଆଡଭାନ୍ସ କ୍ୟାନସର ହୋଇଛି । ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ସୂଚନା ମିଳିଛି । ତେବେ ଏଯାଏଁ ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା…

ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି

'ବସୁଦେବ ସୁତ ଦେବଂ କଂସ,ଚାଣୁର ମର୍ଦନଂ। ଦେବକୀ ପରମାନଂଦମ କୃଷ୍ଣମ ବନ୍ଦେ ଜଗତଗୁରୁମ। ।' ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ସାନ୍ଧ୍ୟ ଧୂପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ସୁଧସୁଆର ସେବକ ଭଣ୍ଡାର ଦ୍ୱାର ଆଗରେ (ଭିତର କାଠ ସମ୍ମୁଖ) ପୋଛା ମାରନ୍ତି । ତତ୍ପରେ, ପୂଜାପଣ୍ଡା…

ସୁଶାନ୍ତଙ୍କ ମୃତ ଶରୀର ତଳକୁ ଓହ୍ଲାଇବା ବେଳେ କିଏ ଦେଖିଥିଲା, ପ୍ରଶ୍ନ ଉଠାଇଲେ ଓକିଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଏହି ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଓକିଲ ଲଗାତର ରିୟା ଚକ୍ରବର୍ତ୍ତୀ ଓ ମହାରାଷ୍ଟ୍ର ପୋଲିସ ଉପରେ ଉଠାଉଛନ୍ତି । ଆଜି…