Latest Odisha News

BREAKING NEWS

ତାଳଚେର ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୪ରେ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟରରେ ଗତ ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପାଖାପାଖି ୫ଟି ଗାଡି ଜାଳିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଧାୟକ ଶ୍ରୀ ପ୍ରଧାନ ନିଜ ଘରୋଇ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇଥିବାବେଳେ…

ଶ୍ରୀମନ୍ଦିର ଚାରିପାଖରୁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସୋମବାର ସକାଳୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଲାଗିଥିବା ସରକାରୀ ତଥା କିଛି ଘରୋଇ ନିର୍ମାଣ ଗୁଡିକୁ ଆଜି ସକାଳ ପ୍ରାୟ ୬ଟାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ…

ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ଏକ ଜାତୀୟସ୍ତରର ସର୍ଭେ ଅନୁଯାୟୀ ଦେଶର ସବୁଠୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଦୀର୍ଘ ବର୍ଷ ଧରି ଶାସନଗାଦିରେ ରହିଥିଲେ ମଧ୍ୟ ଏବେବି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନପ୍ରିୟତା ହ୍ରାସ ପାଇନାହିଁ ।…

ଓସଜା ପକ୍ଷରୁ ପାଳିତ ହେଲା ‘ଅଶୋକ ପଟ୍ଟନାୟକ ସ୍ମାରକୀ’ ସ୍ମୃତି ସଭା

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ା ସାମ୍ବାଦିକତା ଧାରାର ପରମ୍ପରା ସ୍ଥାପନରେ ବିଶେଷ ଭୂମିକା ଗ୍ରହଣ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସ୍ୱର୍ଗତଃ ଅଶୋକ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ରବିବାର ଦିନ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଓସଜାର ସଭାପତି ସନ୍ଦୀପ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୮-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୯ ରିଖ ସୋମବାର ସିଂହ ୦୩ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଜାଣନ୍ତୁ କାରଣ: ଗୁଗୁଲରେ ‘ଭିକାରୀ’ ସର୍ଚ୍ଚ କଲେ ଆସୁଛି ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଫଟୋ !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ପ୍ରତି ହୋଇ ପଡ଼ିଛି ରକ୍ତମୁହାଁ । ଦାଣ୍ଡର ଭିକାରୀ ପରି ବିଶ୍ୱ ସମୁଦାୟରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମର୍ଥନ ଲୋଡ଼ିବାରେ ଲାଗିଛି । ଚୀନ ନେତୃତ୍ୱରେ ୯ଟି ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ଜୁଟାଇ ପାରିଲେନି ପାକ୍…

ବୁଲିବାକୁ ଯାଆନ୍ତୁ ଓଡ଼ିଶାର ସ୍କଟଲ୍ୟାଣ୍ଡ

ସ୍କଟଲ୍ୟାଣ୍ଡପୁର ଗାଁ। ଶୁଣିଲେ ମନ ଉତ୍ସାହିତ ହେଇଯାଉଛି ନା। ଅନୁଗୁଳ ଜିଲ୍ଲା ତାଳଚେର ଠାରେ ରହିଛି ଏକ ଗ୍ରାମ । ଯାହାର ନାମ ସ୍କଟଲ୍ୟାଣ୍ଡପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓ ଶାନ୍ତ ପରିବେଶ ମନମୁଗ୍ଧ କରିଦିଏ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର। ଲୋକକଥା ଅନୁସାରେ…

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ଚିକେନ୍‌ ପଟିଆଲା…

ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ପଟିଆଲା, ଜାଣିରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ। ଆବଶ୍ୟକ ସାମଗ୍ରୀ: କଞ୍ଚା ଅଣ୍ଡା: ୨ଟା ଚିକେନ- ୬୦୦ଗ୍ରାମ ପିଆଜ କାଜୁ ପେଷ୍ଟ (ୟେଲୋ ଗ୍ରେଭି) ଏକ ଚାମଚ(ବଡ ଚାମଚ) ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ) ଧନିଆ ପାଉଡର: ୧/୨ ଚାମଚ…

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମ୍ବାଦ’ ଖବରକାଗଜର ସଂପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ଦେହାନ୍ତରେ ଓଡିଶା ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । https://twitter.com/Naveen_Odisha/status/1162956141720043521?s=08 ଏହି ବିଶିଷ୍ଟ…