Latest Odisha News

BREAKING NEWS

କୋରାପୁଟରେ କୋହଳ ହେଲା କଟକଣା, ଖୋଲିବ ସେଲୁନ ଓ ସ୍ପା

କୋରାପୁଟ: କୋରାପୁଟ ଜିଲ୍ଲାରେ କୋହଳ ହେଲା ଲକଡାଉନ୍ କଟକଣା । ଅରେଂଜ ଜୋନ୍‌ରେ ଲକଡାଉନ୍ କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଠାରେ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ…

ଗଞ୍ଜାମରେ କ୍ବାରେନଣ୍ଟାଇନ କେନ୍ଦ୍ରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ତାଲିକା ପ୍ରକାଶ

ଗଞ୍ଜାମ: ଓଡ଼ିଶା ଫେରନ୍ତା ବ୍ୟକ୍ତିଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଉଥିବା ବେଳେ ଗଞ୍ଜାମର କିଛି ସ୍ଥାନରେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ ‌ହୋଇଥିଲା। । ଏପରିକି ଗତ ରବିବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ…

ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ

ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଜଗତସିଂହପୁର ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଲା କର୍ଫ୍ୟୁ । ଲକଡାଉନ୍ ଯାଏ ଲାଗିଲା କଟକଣା । ଏହି ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିବ । Keeping in…

ଦେଶବାସୀଙ୍କ ସହ ‘ଫେସବୁକ ଲାଇଭ’ରେ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଫେସବୁକ୍‍ ଲାଇଭ ଯୋଗେ ଦେଶବାସୀ ତଥା ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଆଲୋଚନା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଲୋକଙ୍କ…

ମଦ ପାଇଁ କିଲୋମିଟର ଯାଏ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସହ କିଛି ଜୋନରେ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଖଚାଖଚ ଭିଡ । କେଉଁଠି କେଉଁଠି କିଲୋମିଟର ଯାଏଁ ଲାଇନ୍ ଲମ୍ବିଥିଲା । ଲୋକ ଖରା ତାତିରେ ଠିଆ ହୋଇ…

୨୦୨୦ ଶେଷ ସୁଦ୍ଧା ଆମେରିକାରେ କୋଭିଡ୍‌-୧୯ ଭାକ୍ସିନ୍ ଉପଲବ୍ଧ ହେବ: ଡୋନାଲ୍ଡ ଟ୍ରମ୍ପ୍‌

ୱାଶିଂଟନ୍‌: କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୮୦,୦୦୦ ପହଞ୍ଚିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାକ୍ସିନ ଉପଲବ୍ଧ ହେବାନେଇ ଦମ୍ଭୋକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୨୦ ଶେଷ ସୁଦ୍ଧା କରୋନା ଭାକ୍ସିନ୍ ଆମେରିକାରେ ଉପଲବ୍ଧ ହେବ ବୋଲି ଗଣମାଧ୍ୟମରେ…

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଖର୍ଚ୍ଚକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ସରା ଦେଶରେ କରୋନା ତାର କାୟା ମେଲାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍ ଜାରି ହୋଇଛି । ତେବେ ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି । ତେବେ ଟ୍ରେନ୍‌ରେ ଘର ବାହୁଡିବା…

ଗ୍ରୀନ ଜୋନରେ ଗଡିବ ବସ୍ ! ମୁଖ୍ୟମନ୍ତ୍ରୀଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟର ଗ୍ରୀନ ଜୋନରେ ଚାଲିପାରେ ବସ୍ । କେନ୍ଦ୍ର ସରକାର ଲକଡାଉନ୍ ୩.୦ ଗାଇଡଲାଇନରେ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟରେ ବସ୍ ଚଳାଚଳ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏନେଇ ରାଜ୍ୟ ବସ୍ ମାଲିକ ସଂଘ ସହ ଆଲୋଚନା…

ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

ଭଦ୍ରକ: ମାରଣାଅସ୍ତ୍ର ଦେଖାଇ ଗ୍ୟାସ୍ ଏଜେନ୍ସି କର୍ମଚରୀଙ୍କ ଠାରୁ ଲୁଟ୍ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଏଭଳି ଘଟଣା ଘଟିଛି । ପାଳିଆବିନ୍ଦା ରାଉତ ଗ୍ରାମୀଣ ଗ୍ୟାସ୍ ଏଜେନ୍ସିଙ୍କ ଠାରୁ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା…

କ୍ବାରେନଣ୍ଟାଇନ ନିୟମ ମାନିବାକୁ ପ୍ରବାସୀ ଶ୍ରମିକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫେରିଥିବା ପ୍ରବାସୀ ଶ୍ରମିକମାନେ କ୍ବାରେନଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସଙ୍ଗରୋଧ ନିୟମ କଡାକଡି ପାଳନ କରିବାକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିବେଦନ କରିଛନ୍ତି। ଆହୁରି ମଧ୍ୟ ସାମାନ୍ୟ ଅସାବଧାନତା ସମାଜକୁ ବିପଦରେ…