Latest Odisha News

BREAKING NEWS

ଭିତରକନିକାରେ ବୃଦ୍ଧି ପାଇଲା କୁମ୍ଭୀର ସଂଖ୍ୟା

ରାଜନଗର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଅଭୟାରଣ୍ୟରେ ଥିବା କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ କୁମ୍ଭୀର ବସାରୁ ପାଖାପାଖି ୧୦୧ଟି ଅଣ୍ଡା ସଂଗ୍ରହ କରାଯାଇଥିଲାବେଳେ କେବଳ ଗୋଟିଏ ବସାରୁ…

ଭୁଟାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ୨ ଦିନିଆ ଭୁଟାନ ଗସ୍ତରେ ଯାଇ ରାଜଧାନୀ ଥିମ୍ପୁରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପାରୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ପରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ତାଙ୍କୁ ଅଭ୍ୟର୍ଥନା ଦେବା ସହିତ…

ରାଉରକେଲା: ଏନଆଇଟି କ୍ୱାଟର୍ସରୁ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାସ୍ଥିତ ଏନଆଇଟି କଲେଜ ପରିସରରେ ଥିବା ଷ୍ଟାଫ୍ କ୍ୱାଟର୍ସରୁ ଶନିବାର ଦିନ ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି କ୍ୱାଟର୍ସର (ଏଫଆର୍-ଏ/୧୦୨) ରୁମ୍ ମଧ୍ୟରୁ ସହକାରୀ ପ୍ରଫେସର ଆର. ଜୟ ବାଲାନ୍ (୩୮) ଏବଂ ତାଙ୍କ ୩୫ ବର୍ଷୀୟ…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ ଓ…

ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଏମ୍ସରେ ଭେଟିଲେ ଶାହ-ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ…

ନୀତି ଥିଲା ‘ଭାରତ ପ୍ରଥମେ ପରମାଣୁ ବୋମା’ ବ୍ୟବହାର କରିବ ନାହିଁ, ଏବେ ପରିସ୍ଥିତି ଅନୁଯାୟୀ ଅସ୍ତ୍ର ପ୍ରୟୋଗ ହେବ:…

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରକାରର ଦ୍ୱିପାକ୍ଷୀକ ସମ୍ପର୍କରେ ଅବନତି ଘଟିବାରେ ଲାଗିଛି । ଧାରା ୩୭୦କୁ ନେଇ ପାକିସ୍ତାନ ଚୀନ ସହିତ ବିଶ୍ୱ ସମୁଦାୟରେ ଚର୍ଚ୍ଚା କରୁଥିବା ବେଳେ ସୀମାରେଖା ନିକଟରେ ପଡ଼ୋଶୀ ଦେଶ ପକ୍ଷରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୮-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୭ ରିଖ ଶନିବାର ସିଂହ ୦୧ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା ରାଶିର…

ବିଜେଡି ନେତାଙ୍କୁ ନୂଆ ନିଯୁକ୍ତି, ଜାଣନ୍ତୁ କିଏ ରହିଲେ କେଉଁ ପଦବୀରେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଜେଡି ନେତାମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୧୯ ନିର୍ବାଚନରେ କୌଣସି କାରଣବଶତଃ ଟିକେଟ୍ ପାଇପାରିନଥିବା କିଛି ନେତାଙ୍କୁ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ଏଥିରେ ଓଡିଶା ଦକ୍ଷତା…

ଚେନ ଲୁଟେରାଙ୍କୁ କାବୁ କରିଥିବା ସାହସୀ ବାଳକକୁ ପୁରସ୍କୃତ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ ପୋଲିସ ସତ୍ୟଜିତ ମହାନ୍ତି ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ବାଳକର ସାହାସିକତା ପାଇଁ ତାକୁ ପୁରସ୍କୃତ କରିଛନ୍ତି । ପିଲାଟିର ନାଁ ସୁବ୍ରତ ଓଝା । ସୁବ୍ରତ ଅଗଷ୍ଟ ୧୪ ତାରିଖ ଦିନ ତାଙ୍କ ମାଆଙ୍କ ସହ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ୩ ଜଣ…