ବୋହୂକୁ ନିସ୍ତୁକ ମାଡ଼ ମାରି ଗିରଫ ହେଲେ ଶାଶୁ-ଶ୍ୱଶୁର ଓ ଦିଅର
ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ତେଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବୋହୂକୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାଡ଼ ମାରୁଥିବା ବେଳେ ଗ୍ରାମବାସୀମାନେ ଶାଶୁ, ଶ୍ୱଶୁର ସ ଦିଅରଙ୍କୁ ପୋଲିସ ଜିମାରେ ଦେଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ପାଣିକୋଇଲି…