Latest Odisha News

BREAKING NEWS

ଅଟୋଇମ୍ୟୁନ୍ ରୋଗ ଓ କୋଭିଡ୍‌-୧୯

ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ରଙ୍କ ନିୟମିତ ସ୍ତମ୍ଭ: ଆରୋଗ୍ୟ ଆପଣମାନଙ୍କ ପାଇଁ ଯେଉଁମାନେ ମାସ୍କ ପିନ୍ଧିବାକୁ ଚାହାନ୍ତି ନାହିଁ କିମ୍ବା ଭାବନ୍ତି ଲୋକମାନେ କୋଭିଡ୍‌-୧୯ ପ୍ରତି ଅତ୍ୟଧିକ ପ୍ରତିକ୍ରିୟା କରୁଛନ୍ତି, ଦୟାକରି ମନେରଖନ୍ତୁ ଏବଂ ଯେଉଁମାନେ…

ପ୍ରଳୟଙ୍କରୀ ‘ଫନୀ’ କୁ ବର୍ଷେ; ଆଜିବି ଲିଭିନି ମନରୁ ସେ ଭୟଙ୍କର ଦୃଶ୍ୟ

ଭୁବନେଶ୍ୱର: ଆଜିକୁ ଠିକ ବର୍ଷେ ବିତିଯାଇଛି ପ୍ରଳୟଙ୍କରୀ ବାତ୍ୟା ଫନୀକୁ ।୨୦୧୯ ମେ' ମାସ ତିନି ତାରିଖ,କଥା ମନେ ପଡିଲେ ଆଜି ଦେହ ଶୀତେଇ ଉଠେ, ଛାତି ଭିତରେ ଗୋଟିଏ ଅଜଣା ଭୟ ଉଙ୍କିମାରି ଉଠେ । ମନଙ୍କୁ ଆମୋଦିତ କରିଥିବା ପବନ ଯେ ଏତେ ଭୟଙ୍କର ହୋଇପାରେ ତାହା ସେହି ଦିନ ଛାତିଥରା ଦୃଶ୍ୟକୁ…

ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୬୧ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । 2nd Health Update, 3rd May, 2020 One new Case in Balasore 34 yr Male (West Bengal returnee.…

ଝିଅ ମୃତ୍ୟୁର ଦୁଇଦିନ ପରେ କାମରେ ଯୋଗ ଦେଲେ ହୋମଗାର୍ଡ ମାଆ

ଭୁବନେଶ୍ୱର: କର୍ତ୍ତବ୍ୟ ଆଗରେ ହୋମଗାର୍ଡ ମାଆ ଭୁଲିଗଲା ଝିଅକୁ ହରାଇଥିବାର ଦୁଃଖ । ଝିଅ ମୃତ୍ୟୁର ଦୁଇ ଦିନ ପରେ ଯୋଗ ଦେଲା କରୋନା ଡ୍ୟୁଟିରେ । ଏହି ମାଆ ଜଣଙ୍କ ହେଲେ ଗୌରି ବେହେରା । ପୁରୀ ପିପିଲି ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ପରିବାର କହିଲେ ୧୩ ବର୍ଷର ଝିଅ ଲୋପାମୁଦ୍ରା,…

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର; କେତେ ରହିଛି ଦାମ ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନରେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି | ରୋଷେଇ ଘରେ ବ୍ୟବହୃତ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଛି। ବର୍ତ୍ତମାନ ଆପଣ ଲକଡାଉନ୍ ମଧ୍ୟରେ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବେ | ତୈଳ କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ବହୁତ ଖୁସି ଖବର ଦେଇଛନ୍ତି | ତୈଳ…

କରୋନା ପ୍ରଭାବ: ଏପ୍ରିଲ ମାସରେ ଗୋଟିଏ ବି କାର ବିକ୍ରି କରିନି ମାରୁତି ସୁଜୁକି

ନୂଆଦିଲ୍ଲୀ: ଗତ ଏକ ମାସ ସାରା ଦେଶରେ କୋରାନା ଭାଇରସ୍ ହେତୁ ଲକଡାଉନ ହୋଇଛି, ତେଣୁ ସମସ୍ତ ବଡ ବଡ କମ୍ପାନୀଗୁଡିକ ତାଲା ପଡିଛନ୍ତି | ତେଣୁ ଦେଶର ଅଟୋ ସେକ୍ଟର ମଧ୍ୟ ବହୁତ ଖରାପ ପର୍ଯ୍ୟାୟରେ ଗତି କରୁଛି | ସମ୍ପ୍ରତି, ଅନେକ କମ୍ପାନୀ ସେମାନଙ୍କର ଏପ୍ରିଲ୍ ବିକ୍ରୟ ସଂଖ୍ୟା ପ୍ରକାଶ କରିବା…

ବାରମ୍ବାର ଦୁର୍ଘଟଣା ଯୋଗୁଁ ବଦଳିବ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ ରୁଟ୍

ଭୁବନେଶ୍ୱର: ଓଡ଼ିଶା କନ୍ଧମାଳ ଜିଲ୍ଲାର କଳିଙ୍ଗଘାଟିରେ ୨୪ ଘଣ୍ଟା ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଦୁଇଟି ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଗତକାଲି ସୁରତରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ବସ୍ ଗଞ୍ଜାମ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ…

[ଦେଖନ୍ତୁ] କରୋନା ଯୋଦ୍ଧାଙ୍କୁ ବାୟୁସେନାର ସମ୍ମାନ: କୋଭିଡ ହସ୍ପିଟାଲ ଉପରେ ଫୁଲ ବର୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ: କରୋନାଭାଇରସ୍ କାରଣରୁ ବିଶ୍ୱବ୍ୟାପୀ ସଙ୍କଟ ମଧ୍ୟରେ ମାନବିକତାର ସେବା ଯୋଗାଇ ଦେଉଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ରବିବାର ସକାଳେ କୋଭିଡ୧୯ ହସ୍ପିଟାଲ ଗୁଡିକ ଉପରେ ଫୁଲ ବର୍ଷା କରିଛି ବାୟୁସେନା ବିମାନ । #WATCH: Navy chopper showers flower…

କଳିଙ୍ଗଘାଟିରେ ଦୁର୍ଘଟଣାଗସ୍ତ ହେଲା ପ୍ରବାସୀ ଓଡ଼ିଆଙ୍କୁ ସୁରତରୁ ନେଇ ଆସୁଥିବା ଆଉ ଏକ ବସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟିରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ଦ୍ୱିତୀୟ ଥର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ଟି ବସ । ସୁରତରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ ରବିବାର ଦିନ ପାହାଡ ଅଞ୍ଚଳର ରାସ୍ତା କଡରେ ଥିବା ବ୍ୟାରିକେଡ୍ ଧକ୍କା ହୋଇଛି । ଏଥିରେ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…